💧ଆଖି💧
🖌️🖌️🖌️🖌️
ସୋମା ଆଖି ଉପରୁ ଡାକ୍ତର ପଟ୍ଟନାୟକ ଧୀରେ ଧୀରେ ବ୍ୟାଣ୍ଡେଜ୍ ଖୋଲିଲେ।ଆଖି ଉପରୁ ତୁଳା ବାହାର କରିଦେଲେ।”ମା, ଏବେ ଧୀରେ ଧୀରେ ଆଖି ଖୋଲ।ତୁମର ସମସ୍ତ ପ୍ରିୟଜନ ମାନେ ଏଇଠି ଅଛନ୍ତି।କାହାକୁ ପ୍ରଥମେ ଦେଖବାକୁ ଚାହୁଁଛ?”
ଡାକ୍ତର ପଟ୍ଟନାୟକଙ୍କ କଣ୍ଠରୁ ମା ଡାକ ଶୁଣୁ ଣୁଣୁ ସୋମାର ତା ବାପାଙ୍କ କଥା ମନେ ପଡିଗଲା।ସେ ସ୍ବପ୍ନରେ କେବେ ଭାବିନଥିଲା ଯେ ବାପାଙ୍କ ବ୍ୟତୀତ ତାକୁ ଆଉ କେହି “ମା” ଏହି ସୁନ୍ଦର ସମ୍ବୋଧନରେ ଡାକିପାରିବ।
ସେ ସର୍ବପ୍ରଥମେ ବାପାଙ୍କୁ ହିଁ ଦେଖିବାକୁ ଚାହୁଁଛି।କିନ୍ତୁ ବାପା!!ସେ ଯେ ସମସ୍ତଙ୍କ ସ୍ନେହ ବନ୍ଧନକୁ ଛିଣ୍ଡାଇଦେଇ ସ୍ବର୍ଗଲୋକରେ।ସମୟର କ୍ରୁର ଖେଳ ତାକୁ ବାପା, ମା ଛେଉଣ୍ଡ କରିଦେଇଛି।”ମା” ଡାକିଥିବା ସ୍ନେହୀ ଓ ସମ୍ମାନାସ୍ପଦ ଡାକ୍ତର ବାବୁ ଙ୍କୁ ସେ ବାପାଙ୍କ ଆସନରେ ବସାଇପାରିବକି?ନା,ବାପା ଅନନ୍ୟ ଅସାଧାରଣ।ହଠାତ୍ ସେ ଇଛାକଲା ସେ ଆଦୌ ଆଖି ଖୋଲିବ ନାହିଁ।ଯେଉଁ ଦୁନିଆରେ ବାପା ବୋଉ ନାହାନ୍ତି, ତା ପାଇଁ ସେ ଦୁନିଆରେ ଆଉ କ’ଣ ଅଛି ଯେ?କିନ୍ତୁ ଡାକ୍ତର ଓ ନର୍ସ ନଛୋଡବନ୍ଧା। ସେ ଅନୁଭବ କରୁଥିଲା କେହିଜଣେ ତା ମୁଣ୍ଡ ଆଉଁସି ଦେଉଥିଲେ।ଡାକ୍ତର ବାବୁ କାହାକୁ କହୁଥିଲେ “ବେଶି ଆଲୁଅରେ ଝିଅଟି ଚାହିଁ ପାରିବନାହିଁ।ଝରକାର ପର୍ଦା ସବୁ ଟାଣିଦିଅ।”ପୁଣି ଏବେ ସେ ସୋମାକୁ କହିଲେ ,”ମା, ଡର ନାହିଁ।ଚେଷ୍ଟା କର।ଧୀରେ ଧୀରେ ଆଖି ଖୋଲ।ତୁମ ପାଇଁ କେହି ଜଣେ ତାର ଚକ୍ଷୁ ଦାନ କରିଛି।ତାର ଦାନ ବ୍ୟର୍ଥ ନହେଉ।ମୋ ହାତର କରାମତି ଓ ତୁମ ପ୍ରତି ଈଶ୍ବରଙ୍କ ଆଶୀର୍ବାଦ କେତେ ତୁମେ ଆଖି ଖୋଲିଲେ ହିଁ ଜଣା ପଡିବ।ତୁମ ପ୍ରିୟଜନଙ୍କୁ ଦେଖିବାକୁ ତୁମ ମନରେ ଉତ୍କଣ୍ଠା ଜାତ ହେଉନାହିଁକି?”
ଡାକ୍ତରଙ୍କ କଥାରେ ଭରସା ଓ ସମ୍ମୋହନ ଥିଲା ନିଶ୍ଚୟ।କିନ୍ତୁ ସୋମା ପୁଣି ଚିନ୍ତାରେ ପଡିଗଲା।ବାପା ବୋଉ ଗଲା ପରେ ତାର ପ୍ରିୟ ଆଉ କିଏ?ହଠାତ୍ ତା ମନଶ୍ଚକ୍ଷୁରେ ଅଳ୍ପ ଚିହ୍ନା ଏକ ମୁହଁ ଝଲସି ଉଠିଲା।ଏତେ ସମୟ ପରେ ତା ପାଟି ଖୋଲିଲା।–“ମୋର ପ୍ରିୟ ଛାତ୍ର ‘ସନ୍ତୋଷ’କୁ ଆଣ।ମୁଁ ତାକୁ ହିଁ ପ୍ରଥମେ ଦେଖିବି।”
ମାତ୍ର ଛଅ ମାସ ହେବ ସୋମା ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲା।ତେଣୁ ସୋମା,ର ଭାଇ ଭାଉଜ ସନ୍ତୋଷକୁ ଚିହ୍ନିବା ପ୍ରଶ୍ନ ଉଠୁନଥିଲା।ସନ୍ତୋଷର ଦୁନିଆରେ କେହି ନାହାନ୍ତି।ଅନାଥ ଟିଏ।ଷଷ୍ଠ ଶ୍ରେଣୀର ଛାତ୍ର। କିନ୍ତୁ ସୋମା,ର ମନ କଥା ସନ୍ତୋଷ ଜାଣିଦେଉଥିଲା।
ଯେଉଁ ଦିନ ସୋମା ତରତରରେ ଘରୁ ନଖାଇ ଚାଲି ଆସିଥାଏ,ସନ୍ତୋଷ କେମିତି ଜାଣେ କେଜାଣି ଗୋଟିଏ ପିରିୟଡ଼ ପରେ ହିଁ ଇଟିଲି ତର୍କାରୀ କିଣି ଆଣି ପହଞ୍ଚିଯାଏ।ସୋମା ନଖାଇବାଯାଏ ପାଖ ଛାଡି ଯାଏ ନାହିଁ।ଭୋକ ହେଉଥାଏ,ତ ସୋମା ଖାଇଦିଏ।ପରେ ତାକୁ କୋଡିଏ ଜାଗାରେ ଶହେ ଟଙ୍କା ଦେଇଦିଏ।ଯେଉଁ ଦିନ ପ୍ରଧାନଶିକ୍ଷକ ସୋମା କୁ କିଛି ଗୋଟା ଦୋଷ ପାଇଁ ଭର୍ତ୍ସନା କରନ୍ତି, ସନ୍ତୋଷ ହିଁ ତା ମୁହଁ ଦେଖି କଣ ଜାଣିଦିଏ।ବିଭିନ୍ନ ଉପାୟରେ ତା ମନରେ ଖୁସି ଭରିଦିଏ।ଏମିତି କେତେ ଛୋଟ ବଡ ଘଟଣା।ସେ ଵୁଇଜଣଙ୍କୁ କି ସ୍ନେହ ଡୋର ବାନ୍ଧିଥିଲା, କେବଳ ସେ ଦୁଇ ଜଣଙ୍କୁ ହିଁ ଜଣାଥିଲା।ଦୁଇମାସ ପୂର୍ବେ ଦୁର୍ଘଟଣାରେ ସୋମା ତାର ବାପା ବୋଉ ଓ ନିଜର ଆଖି ଦୁଇଟି ହରାଇ ଦେଇଥିଲା।ତାର ପ୍ରିୟ ଶିକ୍ଷୟିତ୍ରୀଙ୍କୁ ନଦେଖି ସନ୍ତୋଷ ବ୍ୟାକୁଳ ହେଲା।ସବୁ ଘଟଣା ଜାଣିଲା।ତାର ପ୍ରିୟ ଶିକ୍ଷୟିତ୍ରୀ ଅନ୍ଧୁଣୀ ହୋଇଯାଇଛନ୍ତି ଜାଣିଲା।ଗୋଟିଏ ଚିଠିରେ ସେ ସୋମା ଦିଦିଙ୍କ ସହିତ ତାର ସମ୍ପର୍କ ବିଷୟରେ ଲେଖିଲା।ଦୁନିଆରେ ତାର ଆଉ କାହା ପ୍ରତି କିଛି ମୋହ ନାହିଁ ବୋଲି ଲେଖିଲା। —-ଶେଷରେ ମୋର ଆଖି ଦୁଇଟି ସୋମା ଦିଦିଙ୍କ ଆଖିରେ ଲଗାଇ ଦେବ– ଲେଖି ଆତ୍ମହତ୍ୟା କରିଦେଇଥିଲା।
ଏସବୁ କଥା ଧୀର ସ୍ବରରେ ଡାକ୍ତର ପଟ୍ଟନାୟକ ସୋମାର ଭାଇ ଭାଉଜଙ୍କୁ ବୁଝାଇଦେଲେ।ଭାଉଜ ଅଳି କରୁଥିଲେ—“ସୋମୁ ଆଖି ଖୋଲ।ସନ୍ତୋଷ ଏବେ ସ୍କୁଲ୍ ରେ ଥିବ।ତୁମେ ସ୍କୁଲ୍ ଗଲେ ପୁଣି ତା ଦେଖାପାଇବ।”କିନ୍ତୁ ସୋମା,ର ଗୋଟିଏ ଜିଦ୍–ସନ୍ତୋଷ ଆସିଲେ ହିଁ ମୁଁ ଆଖି ଖୋଲିବି।
ଡାକ୍ତର ପଟ୍ଟନାୟକ ତାଙ୍କ କର୍ମଚାରୀଙ୍କୁ କିଛି ଇସାରା ଦେଲେ।ସୋମାକୁ ଆଖି ଖୋଲିବାକୁ ନିର୍ଦ୍ଦେଶ ଦେଲେ।
ସୋମା ଆଖି ଖୋଲିଲା।ସନ୍ତୋଷ,ର ଫୁଲ ମାଳ ଦିଆହୋଇଥିବା ବନ୍ଧେଇ ଫଟୋଟିଏ ଧରି ଡାକ୍ତର ପଟ୍ଟନାୟକ ଠିଆ ହୋଇଥିଲେ।
“ସନ୍ତୋଷ”—-ସୋମା ଚିତ୍କାର କରିଉଠିଲା।ନା —ନା—-“ଛୁଆ ବାପାଟି ମୋର” କହି କଇଁ କଇଁ ହୋଇ ସୋମା କାନ୍ଦିଠିଲା।
🖌️🖌️🖌️🖌️🖌️🖌️
ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ
ଗ୍ରନ୍ଥାଗାର ଅଧୀକ୍ଷକା ଡେରାବିଶ ମହାବିଦ୍ୟାଳୟ
କେନ୍ଦ୍ରାପଡା
vardenafil pills online – who makes vardenafil wiki vardenafil generic
Thank you ever so for you article post.Really looking forward to read more. Cool.
It’s hard to come by knowledgeable people about this subject, however, you seem likeyou know what you’re talking about! Thanks 0mniartist asmr
Thanks again for the article.Much thanks again. Want more.
Thanks , I have just been searching for information about this topic for a long time and yours is the greatest I’ve came upon so far. However, what in regards to the conclusion? Are you certain in regards to the supply?
It’s not my first time to pay a quick visit this site,
i am browsing this site dailly and take pleasant data
from here all the time.
I really love your site.. Excellent colors & theme. Did you make this amazing site yourself?
Please reply back as I’m wanting to create my own personal site and would like to
find out where you got this from or just what the theme is called.
Many thanks!
Very good article post.Much thanks again.
That is a really good tip particularly to those new to the blogosphere.
Brief but very accurate info… Thanks for sharing this one.
A must read post!
Hey, thanks for the article.Really thank you! Really Cool.
Thanks for the blog post.Really thank you! Will read on…
Hey, thanks for the post.Thanks Again. Cool.
My brother recommended I might like this blog. He was totally right. This post truly made my day. You cann’t imagine simply how much time I had spent for this info! Thanks!
That is a very good tip especially to those new to the blogosphere.
Brief but very accurate information… Thanks for sharing this one.
A must read post!
Hey There. I found your blog using msn. This is an extremely well written article.I’ll make sure to bookmark it and come back to read more of your useful information. Thanks for the post.I’ll certainly comeback.
Thanks-a-mundo for the blog.Really thank you! Want more.
This design is incredible! You obviously know how to keep a reader amused.
Between your wit and your videos, I was almost moved to start my own blog (well, almost…HaHa!) Great job.
I really loved what you had to say, and more
than that, how you presented it. Too cool!
Muchos Gracias for your blog post.Thanks Again. Really Cool.
Thank you for another excellent post. Where else could anybody get that kind of information in such an ideal way of writing? I have a presentation next week, and I’m on the look for such info.
Wow that was odd. I just wrote an extremely long comment but afterI clicked submit my comment didn’t show up. Grrrr… well I’mnot writing all that over again. Anyways, just wanted to say excellent blog!
Gratitude is a quality similar to electricity: it must be produced and discharged and used up in order to exist at all.
We’re a gaggle of volunteers and opening a brand new scheme in our
community. Your website offered us with useful information to work on. You’ve done a
formidable activity and our entire community might be grateful to you.
That is a good tip particularly to those new to the blogosphere.Brief but very accurate info… Thank you for sharing this one.A must read post!
Howdy! Would you mind if I share your blog with my myspace group?There’s a lot of people that I think would really enjoy yourcontent. Please let me know. Thanks
Hello there! Would you mind if I share your blog with my zynga group? There’s a lot of people that I think would really appreciate your content. Please let me know. Many thanks
Thank you for sharing your info. I truly appreciate your efforts and Iwill be waiting for your further write ups thank you once again.
These are truly fantastic ideas in concerning blogging.You have touched some fastidious factors here. Any way keepup wrinting.
I value the blog.Really looking forward to read more. Fantastic.
I have discovered good posts here. I like the way you describe.
Wonderful!
Please create more frequently since I actually enjoy your blog site.
Thank you!
I have found excellent posts right here. I love the method you compose.
So ideal!
kjempefint samt imponerende blogg. Jeg faktisk tenkt å takk, for
å tilby oss langt bedre detaljer.
Hi! You need to publish more pictures right into your writing.
That would certainly be better.
I must thank you for
the efforts you’ve put in writing this website.
I really hope to view
the same high-grade content by you
later on as well. In fact, your creative writing
abilities has inspired me to get my own, personal blog now