April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଦିନେ ତୁମେ ଫେରିବ– ବନଜା ନନ୍ଦିନୀ ମିଶ୍ର*

କବିତା -“ଦିନେ ତୁମେ ଫେରିବ
**************************
ହେ ସମୟ ମୁଁ ଜାଣେ ତୁମ ହାତେ ଡୋରି..
ସତେ କଣ ତୁମେ ବଦଳି ଯାଇଛ
ଆଉ ସାଥିରେ ନେଇଯାଇଛ
ଗାଁ ର ବାସ୍ନା, ମାଆ ର ମୋହ
ଘରଅଗଣା, ସାଙ୍ଗସାଥୀ, ତୋଟାମାଳ, ଅଭୁଲା ସ୍ମୃତି
ଏନ୍ତୁଡ଼ିଶାଳ, ଗୁରୁଜୀଙ୍କ ମାଡ଼
ଆଉ ତାଙ୍କ ବେତବାଡ଼ି……
ନଈପଠାରେ ସୋରିଷ ଫୁଲର ବାସ.
କୃଷକ ଭାଇର ଚାଷ, ବ୍ରତଉପବାସ.
ଆମ ଦୁଷ୍ଟାମୀ, ରାଗରୁଷା ଗୁରୁଜନଙ୍କ ଆକଟ.
ସଢ଼େଇରେ ଭାତଡାଲି
ସାଙ୍ଗସାଥୀ କଳି
ଗଢ଼ିଥିବା ବାଲିଘର ଆଉ ରଜ ଦୋଳି.
କାଗଜ ଡ଼ଙ୍ଗା, ପୁଚି ଖେଳ
ପୁଣି ବୋହୂଚୋରି
ପୋଖରୀ ତୁଠରେ ଗାଁ ବଧୂଲିର
ଫିକି ଫିକି ହସ……
ହେ ସମୟ ପୁଣିଥରେ ଫେରିଆସ
ଦେଖ ଏଠି କାହାର କାହା ସାଥେ
ନାହିଁ ଆଉ ଭକ୍ତି, ସ୍ନେହ, ବିଶ୍ୱାସ
ଆଉ ଭାଇଚାରା ଭାବ.
ଚାଲେ ଖାଲି ଛାଇ ଆଲୁଅର ଖେଳ.
ମଣିଷର ମୁଖା ଦେଖି ଲାଗୁଅଛି ଡର.
ସତମିଛ ଭୁଲି, ଗଲୁଣି ଯେ ହାରି
ତଥାପି ଆଶା ଅଛି ପୁଣି ପରିବର୍ତ୍ତନ ହେବ.
ହେ ସମୟ ନିଶ୍ଚେ ଦିନେ ତୁମେ ଫେରିବ.
“ଦିନେ ତୁମେ ଫେରିବ ”
******************
ଲେଖିକା -Banaja nandini mishra.
At/po-badapada
Pattamundai
Dist -kendrapada.
Contact no -9090599557.

Loading

4 thoughts on “*ଦିନେ ତୁମେ ଫେରିବ– ବନଜା ନନ୍ଦିନୀ ମିଶ୍ର*

  1. Hello there, just changed into alert to your weblog through Google, and located that it’s really informative. I’m going to be careful for brussels. I’ll be grateful if you proceed this in future. Numerous folks might be benefited from your writing. Cheers!

  2. I am not certain where you are getting your information, however good topic. I must spend a while finding out more or working out more. Thanks for magnificent information I used to be searching for this information for my mission.

  3. ଏହି କବିତା’ଟି ବହୁତ ଉଚ୍ଚକୋଟିର ଓ ସୁନ୍ଦର ଅନୁଭୁତି ଭରି ରହିଛି ଓ ପୁରୁଣା ଦିନର କିଛି ସ୍ମୃତି ଯାହା ଆଜି ପୁଣି ମନେ ପକାଇ ଦେଇଛି⭐⭐⭐⭐⭐

Leave a Reply to zortilonrel Cancel reply

Your email address will not be published. Required fields are marked *