September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଦିନେ ତୁମେ ଫେରିବ– ବନଜା ନନ୍ଦିନୀ ମିଶ୍ର*

କବିତା -“ଦିନେ ତୁମେ ଫେରିବ
**************************
ହେ ସମୟ ମୁଁ ଜାଣେ ତୁମ ହାତେ ଡୋରି..
ସତେ କଣ ତୁମେ ବଦଳି ଯାଇଛ
ଆଉ ସାଥିରେ ନେଇଯାଇଛ
ଗାଁ ର ବାସ୍ନା, ମାଆ ର ମୋହ
ଘରଅଗଣା, ସାଙ୍ଗସାଥୀ, ତୋଟାମାଳ, ଅଭୁଲା ସ୍ମୃତି
ଏନ୍ତୁଡ଼ିଶାଳ, ଗୁରୁଜୀଙ୍କ ମାଡ଼
ଆଉ ତାଙ୍କ ବେତବାଡ଼ି……
ନଈପଠାରେ ସୋରିଷ ଫୁଲର ବାସ.
କୃଷକ ଭାଇର ଚାଷ, ବ୍ରତଉପବାସ.
ଆମ ଦୁଷ୍ଟାମୀ, ରାଗରୁଷା ଗୁରୁଜନଙ୍କ ଆକଟ.
ସଢ଼େଇରେ ଭାତଡାଲି
ସାଙ୍ଗସାଥୀ କଳି
ଗଢ଼ିଥିବା ବାଲିଘର ଆଉ ରଜ ଦୋଳି.
କାଗଜ ଡ଼ଙ୍ଗା, ପୁଚି ଖେଳ
ପୁଣି ବୋହୂଚୋରି
ପୋଖରୀ ତୁଠରେ ଗାଁ ବଧୂଲିର
ଫିକି ଫିକି ହସ……
ହେ ସମୟ ପୁଣିଥରେ ଫେରିଆସ
ଦେଖ ଏଠି କାହାର କାହା ସାଥେ
ନାହିଁ ଆଉ ଭକ୍ତି, ସ୍ନେହ, ବିଶ୍ୱାସ
ଆଉ ଭାଇଚାରା ଭାବ.
ଚାଲେ ଖାଲି ଛାଇ ଆଲୁଅର ଖେଳ.
ମଣିଷର ମୁଖା ଦେଖି ଲାଗୁଅଛି ଡର.
ସତମିଛ ଭୁଲି, ଗଲୁଣି ଯେ ହାରି
ତଥାପି ଆଶା ଅଛି ପୁଣି ପରିବର୍ତ୍ତନ ହେବ.
ହେ ସମୟ ନିଶ୍ଚେ ଦିନେ ତୁମେ ଫେରିବ.
“ଦିନେ ତୁମେ ଫେରିବ ”
******************
ଲେଖିକା -Banaja nandini mishra.
At/po-badapada
Pattamundai
Dist -kendrapada.
Contact no -9090599557.

 403 total views,  1 views today

2 thoughts on “*ଦିନେ ତୁମେ ଫେରିବ– ବନଜା ନନ୍ଦିନୀ ମିଶ୍ର*

  1. ଏହି କବିତା’ଟି ବହୁତ ଉଚ୍ଚକୋଟିର ଓ ସୁନ୍ଦର ଅନୁଭୁତି ଭରି ରହିଛି ଓ ପୁରୁଣା ଦିନର କିଛି ସ୍ମୃତି ଯାହା ଆଜି ପୁଣି ମନେ ପକାଇ ଦେଇଛି⭐⭐⭐⭐⭐

  2. I am not certain where you are getting your information, however good topic. I must spend a while finding out more or working out more. Thanks for magnificent information I used to be searching for this information for my mission.

Leave a Reply

Your email address will not be published. Required fields are marked *