*ତିନୋଟି ଟାଙ୍ଗା*
(ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ)
ଆତ୍ମା ଆମ ଘୁରୁଛି
କେଉଁ ଆଦି କାଳରୁ
ସୂକ୍ଷ୍ମରେ ଓ ସ୍ଥୁଳ ରେ
ତୁମ ଚତୁଃପାଶ୍ୱର୍ରେ ।। (ଟାଙ୍ଗା-୦୧)
ଖେଳ ଚାଲିଛି ଏଠି
ଶୂନ୍ୟେ ଲଗାଇ ହୁଳ
ଯୁକ୍ତ ଓ ବିଯୁକ୍ତ ର
ତୁମ୍ଭର ମାୟାଜାଲେ ।।( ଟାଙ୍ଗା-୦୨)
ତୁମକୁ ପୂଜୁ ଆମେ
ଭକ୍ତିରେ ଦେଖାଦିଅ
ସୁଖରେ ଓ ଦୁଃଖରେ
ନାଶ କରି ବିପଦ ।। (ଟାଙ୍ଗା-୦୩)
@ମନୋଜ କୁମାର ପଣ୍ଡା
Greetings! Quite handy tips During this individual report! It’s the minimal alterations that create the most vital changes. Thanks for sharing!
Remember to allow me to know when you’re looking for a write-up author for your web site. You’ve some really superior posts and I think I will be a good asset. If you ever need to consider some of the load off, I’d genuinely like to jot down some articles for the blog in exchange for any website link again to mine. You should shoot me an e-mail if intrigued. Thanks! drosas.naoblal.se/skin-treatment/vegetarisk-lasagne-spenat-tomatss.php vegetarisk lasagne spenat tomats??s