*ପ୍ରେୟସୀ ର ଅପେକ୍ଷା ରେ* (ହାଇକୁ୪)
ସାଥି ଖୋଜୁଛି
ମୋ ଏକଲା ପଣକୁ
ଦୁରେଇବାକୁ।
ପ୍ରେୟସୀ ମୋର
କୁହ ତୁମେ କେଉଁଠି
କୁହବା ଥରେ।
ପ୍ରେମ ସପ୍ତାହ
ଚାଲିଅଛି ତ ଏବେ
ମୁଁ ଅପେକ୍ଷା ରେ।
ଆସିଲେ ତୁମେ
ସ୍ୱାଗତ କରିବି ମୁଁ
ପ୍ରେମିକ ହୋଇ।
ଆସ ସହଳ
ପ୍ରୀତିମନ୍ଦିର କୁ ମୋ
କରନା ଜମା ଡେରି।
କରି ଅପେକ୍ଷା
ଥକି ଯାଇଚି ମୁହିଁ
ଆସ ଝପଟି।
ମନୋଜ କୁମାର ପଣ୍ଡା
ଅଡା,ବାଲେଶ୍ୱର
192 total views, 1 views today