August 19, 2022
11 11 11 AM
*ଛୋଟରୁ ବଡ଼–ଡକ୍ଟର ଜାନକୀବଲ୍ଲଭ ମହାନ୍ତି*
*ସୁନାଵୋହୂ-ଫକୀରମୋହନ ସେନାପତି*
*ସନ୍ଥକବି ବଳରାମ ଦାସଙ୍କ “ବଉଳା ଗାଈ”*
*ରେଳ ଉପରେ ଚିଲିକା ଦର୍ଶନ–ଗୋପବନ୍ଧୁ ଦାସ*
*ବିଚାର ବିଗିଡ଼ି ଗଲା–ଦିଗମ୍ବର ରଥ*
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ*
*ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର*
*Live for You–Monalisa Parida*
*ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ*
*ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧)
ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର
ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ
ମାଟି ର ମଣିଷ — ସୁଜାତା ପତି
ମାଟି ର ମଣିଷ — ଭାରତୀ ପଣ୍ଡା
ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ
ମାଟି ର ମଣିଷ — ଅଭିପ୍ସା ଧଳ
ମାଟିର ମଣିଷ — ଚିନ୍ମୟୀ ମହାପାତ୍ର 
ମାଟିର ମଣିଷ — ଅର୍ଚ୍ଚନା ନାୟକ
ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର
ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା
Latest Post
*ଛୋଟରୁ ବଡ଼–ଡକ୍ଟର ଜାନକୀବଲ୍ଲଭ ମହାନ୍ତି* *ସୁନାଵୋହୂ-ଫକୀରମୋହନ ସେନାପତି* *ସନ୍ଥକବି ବଳରାମ ଦାସଙ୍କ “ବଉଳା ଗାଈ”* *ରେଳ ଉପରେ ଚିଲିକା ଦର୍ଶନ–ଗୋପବନ୍ଧୁ ଦାସ* *ବିଚାର ବିଗିଡ଼ି ଗଲା–ଦିଗମ୍ବର ରଥ* *ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ* *ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର* *Live for You–Monalisa Parida* *ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ* *ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧) ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ ମାଟି ର ମଣିଷ — ସୁଜାତା ପତି ମାଟି ର ମଣିଷ — ଭାରତୀ ପଣ୍ଡା ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ ମାଟି ର ମଣିଷ — ଅଭିପ୍ସା ଧଳ ମାଟିର ମଣିଷ — ଚିନ୍ମୟୀ ମହାପାତ୍ର  ମାଟିର ମଣିଷ — ଅର୍ଚ୍ଚନା ନାୟକ ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା

ମୋ ଛାତି କୁ ଥରେଇ ଦିଏ — ପ୍ରଶାନ୍ତ କୁମାର ସେଠୀ

ମୋ ଛାତି କୁ ଥରେଇ ଦିଏ

କଥାଟିଏ ଆଜି ମନେ ପଡିଯାଏ
ଛାତିକୁ ଥରେଇ ଦିଏ
ଗାଁର ମାଟିରୁ ଜନ୍ମ ହୋଇଯିଏ
ମା’ର ଛାତିରୁ କ୍ଷୀର ଖାଇଯିଏ
ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।

ଗାଁ ଚାଟଶାଳୀ କାନକୁ ଅସନା
ମା ଚିରାଶାଢ଼ୀ ଆଖିକୁ ଦିଶେନା
ବାପା ଗାମୁଛାର ଝାଳୁଆ ବାସନା
ଗାଁ ସାଙ୍ଗସାଥୀ ମନକୁ ଆସେନା
ସେ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।

ସହର ସଭ୍ୟତା ଚୌକି ବାସନା
ସିନ୍ଦୁର ବିହୀନ ସୁନ୍ଦରୀ ଲଳନା
ତାରକା ହୋଟେଲେ ମଦକୁ ଚାକଣା
ରୁଗ୍ଣ ବାପର ଚେହେରା ଦିଶେନା
ସେ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।

ରାସ୍ତା ମିଳିଗଲେ ପାଉଣା ଭୁଲେନା
ରକ୍ଷକ ଭକ୍ଷକ ଫରକ ବୁଝେନା
ଗୁଣ୍ଡା ମନ୍ତ୍ରୀଙ୍କର ହାତ ବି ଛାଡେନା
ଦେଶଦ୍ରୋହୀ ବୋଲି କେବେବି ଭାବେନା
ସେ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।

ମନ କହୁଛି ତା ପାଖକୁ ଯାଆନା
ଗାଁ ମାଟି କଥା ମନରେ ପକାନା
ଦୁର୍ନୀତିରେ ବୁଡି ବୁଝିବନି ଜମା
(ତାକୁ)ଫେରେଇବ କିଏ ବୁଝିବି ପାରେନା
ଯିଏ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।

ପ୍ରଶାନ୍ତ କୁମାର ସେଠୀ
ବାଙ୍ଗାଲୋର

 1,011 total views,  3 views today

2 thoughts on “ମୋ ଛାତି କୁ ଥରେଇ ଦିଏ — ପ୍ରଶାନ୍ତ କୁମାର ସେଠୀ

  1. Hi there it’s me, I am also visiting this website on a regular basis, this site is actually fastidious and
    the viewers are really sharing nice thoughts.

Leave a Reply

Your email address will not be published.

twenty two + = thirty two