September 20, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ପ୍ରାୟଶ୍ଚିତ– ଚୁମ୍କି ଦାଶ*

ପ୍ରାୟଶ୍ଚିତ
*******
ଚୁମ୍କି ଦାଶ (ମିଶ୍ର)

ପ୍ରାୟଶ୍ଚିତ ଅଟେ ସିନାପାପର ଔଷଧ
ଶତ୍ରୁକୁ କରେ ଅଚିରେ ମିତ୍ରେପରିଣତ।

ଗର୍ବ ଈର୍ଷା,ଅହଙ୍କାର ହୁଅଇ ଦମନ
ହୃଦୟ କାନ୍ଦଇ ପୁଣି ବ୍ୟଥିତଟି ମନ ।

ପାପ କର୍ମ କରି ଅବା ଭୁଲ୍ କରି ପ୍ରାଣୀ,
ରୋଦନ କରଇ ନିଜେ ନ ସ୍ଫୁରଇ ବାଣୀ ।

ଦୁଇ ହାତ ଟେକି ଦେଇ ଡାକେ ଈଶ୍ୱରଙ୍କୁ,
କର୍ମ କୁ ତା ଘୃଣା କରେ ଧିକ୍କାରେ ନିଜକୁ ।

ଯେତେ ବେଳେ ପ୍ରାଣୀ ବ୍ୟତି ବ୍ୟସ୍ତ ହୁଏ,
ପାପ କର୍ମ କରି ଅବା ଭୁଲ୍ କରି ସିଏ ।

ଅନୈତିକ କର୍ଯ୍ୟ ମାନ କରିଥାଏ ନର,
ଶେଷ ବେଳେ ମନେ ଭାଳେ ପ୍ରାୟଶ୍ଚିତ ମୋର।

ଅନ୍ତର ଆତ୍ମା ଯେବେ ଗୁମୁରିଣ କାନ୍ଦେ,
ଅଶ୍ରୁ, ଭକ୍ତି ସମର୍ପଣେ କର୍ମ କୁ ସେ ନିନ୍ଦେ ।

ନିଷ୍ପ।ପ ହୃଦୟ ଯେବେ ଭାରାକ୍ରାନ୍ତ ଲଭେ
ମୋଚନ ହୁଅଇ ପାପ ପ୍ରାୟଶ୍ଚିତ ଭବେ ।

ଚୁମ୍କି ଦାଶ (ମିଶ୍ର)Chumki Dash
ଶାନ୍ତି ପଡ଼ା, ବଲାଙ୍ଗୀର ଓଡ଼ିଶା

 788 total views,  1 views today

Leave a Reply

Your email address will not be published. Required fields are marked *