April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ପ୍ରାୟଶ୍ଚିତ– ଚୁମ୍କି ଦାଶ*

ପ୍ରାୟଶ୍ଚିତ
*******
ଚୁମ୍କି ଦାଶ (ମିଶ୍ର)

ପ୍ରାୟଶ୍ଚିତ ଅଟେ ସିନାପାପର ଔଷଧ
ଶତ୍ରୁକୁ କରେ ଅଚିରେ ମିତ୍ରେପରିଣତ।

ଗର୍ବ ଈର୍ଷା,ଅହଙ୍କାର ହୁଅଇ ଦମନ
ହୃଦୟ କାନ୍ଦଇ ପୁଣି ବ୍ୟଥିତଟି ମନ ।

ପାପ କର୍ମ କରି ଅବା ଭୁଲ୍ କରି ପ୍ରାଣୀ,
ରୋଦନ କରଇ ନିଜେ ନ ସ୍ଫୁରଇ ବାଣୀ ।

ଦୁଇ ହାତ ଟେକି ଦେଇ ଡାକେ ଈଶ୍ୱରଙ୍କୁ,
କର୍ମ କୁ ତା ଘୃଣା କରେ ଧିକ୍କାରେ ନିଜକୁ ।

ଯେତେ ବେଳେ ପ୍ରାଣୀ ବ୍ୟତି ବ୍ୟସ୍ତ ହୁଏ,
ପାପ କର୍ମ କରି ଅବା ଭୁଲ୍ କରି ସିଏ ।

ଅନୈତିକ କର୍ଯ୍ୟ ମାନ କରିଥାଏ ନର,
ଶେଷ ବେଳେ ମନେ ଭାଳେ ପ୍ରାୟଶ୍ଚିତ ମୋର।

ଅନ୍ତର ଆତ୍ମା ଯେବେ ଗୁମୁରିଣ କାନ୍ଦେ,
ଅଶ୍ରୁ, ଭକ୍ତି ସମର୍ପଣେ କର୍ମ କୁ ସେ ନିନ୍ଦେ ।

ନିଷ୍ପ।ପ ହୃଦୟ ଯେବେ ଭାରାକ୍ରାନ୍ତ ଲଭେ
ମୋଚନ ହୁଅଇ ପାପ ପ୍ରାୟଶ୍ଚିତ ଭବେ ।

ଚୁମ୍କି ଦାଶ (ମିଶ୍ର)Chumki Dash
ଶାନ୍ତି ପଡ଼ା, ବଲାଙ୍ଗୀର ଓଡ଼ିଶା

Loading

20 thoughts on “*ପ୍ରାୟଶ୍ଚିତ– ଚୁମ୍କି ଦାଶ*

  1. Hi i am kavin, its my first occasion to commenting anywhere, when i read this paragraph i thought i could also create comment due to this good post.

  2. Great blog you have here.. Itís hard to find excellent writing like yours these days. I honestly appreciate people like you! Take care!!

  3. Hello there! I could have sworn Iíve been to your blog before but after going through a few of the posts I realized itís new to me. Regardless, Iím definitely happy I found it and Iíll be book-marking it and checking back regularly!

Leave a Reply

Your email address will not be published. Required fields are marked *