March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପଖାଳ ମୁଠେ– ତପନ କୁମାର ସାହୁ*

*ପଖାଳ ମୁଠେ*

ଭୁକ କାଏଁ ଜାନିଛେ କସା ପିତା
ପଖାଳ ତପତ, ତୁରେନ, ବାସିଥିର

ଭୁକ ଗୁଟେ କାଏଁଟା ଯେ
କିଏ ଜାନିଛେ
ମୋବାଇଲ ଭିତରେ
କେତନି କେତେ ରୁପା ରୁମା ll

ମୁଇଁ ଫୁନି ଦେଖିଛେ ପଖାଳକେ
ପଳାରୁହାର କ୍ଷେତଥି
ମୁଡ଼େ ଉଇଲ ଆରୁ ନୁନ ମିରଚା ଭିତରେ
ତିନ ମା’ଝିର ପେଟ ପୁରଉଥିଲା ll

ପାଖଲ ହଁ ଇ ପାଖଲ ନେଇଁ ହେଲା ବଲିତ
ନେଇଁ ଅଁଟଲା କୁକୁରର ଉକଲ
ହଟେଲ ପଛ ଆଡ଼ର ଫିକଲା ଖାଏଦ
ଭୁକ ତ ଭୁକ
ସୁସ ତ ସୁସ
କାଏଁ ଜାନିଁଛେ ଖାଏଦ ଅଖାଏଦ
ନାଳ, ନାଲିଆ, ଉକଲ, ଡାଲ ପତରା
ପେଟ ପୁରବାର ବାଟ
ମୁଠେକ ମିଳଲେ ହେଲା ll

ଧୋବ ଗରସା ଫୁନି କାହାର ଭାଏଗଥି
ନେଇଁ ଥାଏ ଦେଖ
ଆର କିଏ ପିକୁଥିସି ଗୁର୍ଦୁ ଗୁର୍ଦୁ
ଦିନଗୁଟେ ପଖାଳ ପଖାଳ ଚିରଲେଈ

ପଖାଳ ମୁଠେ ମିଳୁ
ସବୁଦିନିଆ
ଭୁକର ପେଟକେଁ
ଉଇଲ ମୁଡ଼େ କି ଲେସୁନ ମୁଡ଼େ
ମିଳୁ ଖାଲି ପଖାଳ ମୁଠେ

*ତପନ କୁମାର ସାହୁ*
*ମୁଖ୍ୟ ସମ୍ପାଦକ*
*ଅ ପତ୍ରିକା*
*7328001575*

Loading

8 thoughts on “*ପଖାଳ ମୁଠେ– ତପନ କୁମାର ସାହୁ*

  1. A formidable share! I have just forwarded this on to a buddy who was accomplishing a little bit investigation on this. And he in reality bought me lunch resulting from the fact that I stumbled on it for him… lol. So permit me to reword this…. Thanks for your meal!! But yeah, thanks for shelling out some time to mention this subject matter listed here on your internet site.

  2. Quite delightful site. I must assert that you are exceptionally sharp in writing on all topics. You might have basically pointed out each of the vital components with the picked matter. I take pleasure in the signifies you develop it and it’s an enthralling practical experience examining each of the sentences. Many thanks for sharing your principles in addition to make certain to produce on various subjects to make certain we go on experiencing your blogs. For a Online page author, I Furthermore write website web pages on trendy subjects. My existing blog site web-site needs to do with probably the most up-to-date model of Health care Skilled Available. Make certain to overview it as well as discuss it to tell me regarding your Evaluation working experience.

  3. ଚମତ୍କାର ବର୍ଣ୍ଣନା ତପନ ଭାଇ, ମର୍ମସ୍ପର୍ଶୀ ହୋଇଛି ଏହି କବିତା । ସାରସ୍ବତ

Leave a Reply to seo Cancel reply

Your email address will not be published. Required fields are marked *