January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ପଖାଳ ମୁଠେ– ତପନ କୁମାର ସାହୁ*

*ପଖାଳ ମୁଠେ*

ଭୁକ କାଏଁ ଜାନିଛେ କସା ପିତା
ପଖାଳ ତପତ, ତୁରେନ, ବାସିଥିର

ଭୁକ ଗୁଟେ କାଏଁଟା ଯେ
କିଏ ଜାନିଛେ
ମୋବାଇଲ ଭିତରେ
କେତନି କେତେ ରୁପା ରୁମା ll

ମୁଇଁ ଫୁନି ଦେଖିଛେ ପଖାଳକେ
ପଳାରୁହାର କ୍ଷେତଥି
ମୁଡ଼େ ଉଇଲ ଆରୁ ନୁନ ମିରଚା ଭିତରେ
ତିନ ମା’ଝିର ପେଟ ପୁରଉଥିଲା ll

ପାଖଲ ହଁ ଇ ପାଖଲ ନେଇଁ ହେଲା ବଲିତ
ନେଇଁ ଅଁଟଲା କୁକୁରର ଉକଲ
ହଟେଲ ପଛ ଆଡ଼ର ଫିକଲା ଖାଏଦ
ଭୁକ ତ ଭୁକ
ସୁସ ତ ସୁସ
କାଏଁ ଜାନିଁଛେ ଖାଏଦ ଅଖାଏଦ
ନାଳ, ନାଲିଆ, ଉକଲ, ଡାଲ ପତରା
ପେଟ ପୁରବାର ବାଟ
ମୁଠେକ ମିଳଲେ ହେଲା ll

ଧୋବ ଗରସା ଫୁନି କାହାର ଭାଏଗଥି
ନେଇଁ ଥାଏ ଦେଖ
ଆର କିଏ ପିକୁଥିସି ଗୁର୍ଦୁ ଗୁର୍ଦୁ
ଦିନଗୁଟେ ପଖାଳ ପଖାଳ ଚିରଲେଈ

ପଖାଳ ମୁଠେ ମିଳୁ
ସବୁଦିନିଆ
ଭୁକର ପେଟକେଁ
ଉଇଲ ମୁଡ଼େ କି ଲେସୁନ ମୁଡ଼େ
ମିଳୁ ଖାଲି ପଖାଳ ମୁଠେ

*ତପନ କୁମାର ସାହୁ*
*ମୁଖ୍ୟ ସମ୍ପାଦକ*
*ଅ ପତ୍ରିକା*
*7328001575*

 504 total views,  1 views today

8 thoughts on “*ପଖାଳ ମୁଠେ– ତପନ କୁମାର ସାହୁ*

  1. A formidable share! I have just forwarded this on to a buddy who was accomplishing a little bit investigation on this. And he in reality bought me lunch resulting from the fact that I stumbled on it for him… lol. So permit me to reword this…. Thanks for your meal!! But yeah, thanks for shelling out some time to mention this subject matter listed here on your internet site.

  2. Quite delightful site. I must assert that you are exceptionally sharp in writing on all topics. You might have basically pointed out each of the vital components with the picked matter. I take pleasure in the signifies you develop it and it’s an enthralling practical experience examining each of the sentences. Many thanks for sharing your principles in addition to make certain to produce on various subjects to make certain we go on experiencing your blogs. For a Online page author, I Furthermore write website web pages on trendy subjects. My existing blog site web-site needs to do with probably the most up-to-date model of Health care Skilled Available. Make certain to overview it as well as discuss it to tell me regarding your Evaluation working experience.

  3. ଚମତ୍କାର ବର୍ଣ୍ଣନା ତପନ ଭାଇ, ମର୍ମସ୍ପର୍ଶୀ ହୋଇଛି ଏହି କବିତା । ସାରସ୍ବତ

Leave a Reply

Your email address will not be published. Required fields are marked *