March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ରାମ ରାଜ୍ୟ ଫେରିବ କି – ସୀମାଞ୍ଚଳ ପଣ୍ଡା*

              *ରାମ ରାଜ୍ୟ ଫେରିବ କି ? ଫ

             ********************

                    ସୀମାଞ୍ଚଳ ପଣ୍ଡା

                   ***********

ସରି    ଆସିଲାଣି    ରାଵଣର କାଳ

ରାମ ରାଜ୍ୟ ନାହିଁ ଵହୁତ ଦୂର,

ବଢ଼େ  ଅତ୍ୟାଚାର ପଡ଼େ ହାହାକାର

ଅଥୟହେଲାଣି ସାରାସଂସାର।

 

ଧୈର୍ଯ୍ୟ  ହୁଏ  ଚ୍ୟୁତ  ଜୀଵନ ଵିଵ୍ରତ

ରାଵଣ ସଂସ୍କୃତି ଵିଲୋପ ପାଇଁ,

ଵିଶ୍ୱ    ଜନ  ମତ    ହୁଏ   ଏକତ୍ରିତ

ସାଗର   ସମାନ  ମାଡ଼ି ଆସଇ,

କୋଟି  ଜନତାର   ଶୁଭେ  ଉଗ୍ର ସ୍ୱର

କର ଅଵା ଵେଗେ ରାଵଣ ମାର,

ସରି    ଆସିଲାଣି    ରାଵଣର  କାଳ

ରାମ ରାଜ୍ୟ  ନାହିଁ  ଵହୁତ ଦୂର।

 

ସତେ   ଅଵା   କାଳ   କରିଵ କଵଳ

ସଂସାର  ଆଉ ତ  ନପାରେ ଚଳି,

ସେ ପରମ    ଶକ୍ତି   ଵଳରେ  ବିପତ୍ତି

ହଟିଵ   ରାଵଣ   ପଡ଼ିଵ  ଵଳି !

 

ଉଗ୍ର   ଜନ  ଵଳ   ହେଲାଣି   ପ୍ରଵଳ

ସାଗର  ଯେସନ  କୂଳକୁ ଲଙ୍ଘେ,

ଭ୍ରଷ୍ଟାଚାରୀ   ଗଣ   ଲଭିଵେ   ମରଣ

ସଂସାର  ଚାଲିଵ  ସାଧୁଙ୍କ ସଙ୍ଗେ,

ଶ୍ରୀରାମ  ଶାସନ  ନାହିଁ   ଵେଶି  ଦିନ

ରାଵଣ   ପାପର  ହେଵ  ସଂହାର,

ବଢ଼େ  ଅତ୍ୟାଚାର  ପଡ଼େ ହାହାକାର

ଅଥୟ  ହେଲାଣି  ସାରା ସଂସାର।

 

ରାଵଣ    ମରିଵ   ମାରିଵେ   ରାଘଵ

ରାମ  ରାଜ୍ୟ ପାଇଁ ପଡ଼େ ଡାକରା,

ସତ୍ୟର   ରାଜୁତି   ହୋଇଵ   ଉତ୍ପତ୍ତି

ରାମ  ରାଜ୍ୟହେଵ ସଂସାର ସାରା!

********************

      ସିମାଞ୍ଚଳ ପଣ୍ଡା

 

Loading

19 thoughts on “*ରାମ ରାଜ୍ୟ ଫେରିବ କି – ସୀମାଞ୍ଚଳ ପଣ୍ଡା*

  1. Hmm is anyone else having problems with the images on this blog loading?I’m trying to determine if its a problem on my end or if it’s the blog.Any feedback would be greatly appreciated.Feel free to surf to my blog post; carslot88

  2. I’ll immediately grasp your rss feed as I can’t find your email subscription hyperlink ornewsletter service. Do you have any? Kindly allow meunderstand in order that I may subscribe. Thanks.

  3. Having been simply looking at useful blog articles with regard to the project research when My partner and i happened to stumble on yours. Thanks for this practical information!

  4. I have been checking out many of your articles and i can state pretty nice stuff.I will surely bookmark your blog.Here is my blog kappa.her.jp

  5. I like the helpful information you provide in your articles. I’ll bookmark your blog and check again here frequently. I am quite sure I will learn many new stuff right here! Good luck for the next!

  6. Remarkable issues here. I’m very glad to look your article. Thank you a lot and i’m taking a look ahead to contact you. Will you kindly drop me a mail?

Leave a Reply to party rentals Highland CA Cancel reply

Your email address will not be published. Required fields are marked *