January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ରାମ ରାଜ୍ୟ ଫେରିବ କି – ସୀମାଞ୍ଚଳ ପଣ୍ଡା*

              *ରାମ ରାଜ୍ୟ ଫେରିବ କି ? ଫ

             ********************

                    ସୀମାଞ୍ଚଳ ପଣ୍ଡା

                   ***********

ସରି    ଆସିଲାଣି    ରାଵଣର କାଳ

ରାମ ରାଜ୍ୟ ନାହିଁ ଵହୁତ ଦୂର,

ବଢ଼େ  ଅତ୍ୟାଚାର ପଡ଼େ ହାହାକାର

ଅଥୟହେଲାଣି ସାରାସଂସାର।

 

ଧୈର୍ଯ୍ୟ  ହୁଏ  ଚ୍ୟୁତ  ଜୀଵନ ଵିଵ୍ରତ

ରାଵଣ ସଂସ୍କୃତି ଵିଲୋପ ପାଇଁ,

ଵିଶ୍ୱ    ଜନ  ମତ    ହୁଏ   ଏକତ୍ରିତ

ସାଗର   ସମାନ  ମାଡ଼ି ଆସଇ,

କୋଟି  ଜନତାର   ଶୁଭେ  ଉଗ୍ର ସ୍ୱର

କର ଅଵା ଵେଗେ ରାଵଣ ମାର,

ସରି    ଆସିଲାଣି    ରାଵଣର  କାଳ

ରାମ ରାଜ୍ୟ  ନାହିଁ  ଵହୁତ ଦୂର।

 

ସତେ   ଅଵା   କାଳ   କରିଵ କଵଳ

ସଂସାର  ଆଉ ତ  ନପାରେ ଚଳି,

ସେ ପରମ    ଶକ୍ତି   ଵଳରେ  ବିପତ୍ତି

ହଟିଵ   ରାଵଣ   ପଡ଼ିଵ  ଵଳି !

 

ଉଗ୍ର   ଜନ  ଵଳ   ହେଲାଣି   ପ୍ରଵଳ

ସାଗର  ଯେସନ  କୂଳକୁ ଲଙ୍ଘେ,

ଭ୍ରଷ୍ଟାଚାରୀ   ଗଣ   ଲଭିଵେ   ମରଣ

ସଂସାର  ଚାଲିଵ  ସାଧୁଙ୍କ ସଙ୍ଗେ,

ଶ୍ରୀରାମ  ଶାସନ  ନାହିଁ   ଵେଶି  ଦିନ

ରାଵଣ   ପାପର  ହେଵ  ସଂହାର,

ବଢ଼େ  ଅତ୍ୟାଚାର  ପଡ଼େ ହାହାକାର

ଅଥୟ  ହେଲାଣି  ସାରା ସଂସାର।

 

ରାଵଣ    ମରିଵ   ମାରିଵେ   ରାଘଵ

ରାମ  ରାଜ୍ୟ ପାଇଁ ପଡ଼େ ଡାକରା,

ସତ୍ୟର   ରାଜୁତି   ହୋଇଵ   ଉତ୍ପତ୍ତି

ରାମ  ରାଜ୍ୟହେଵ ସଂସାର ସାରା!

********************

      ସିମାଞ୍ଚଳ ପଣ୍ଡା

 

 642 total views,  1 views today

19 thoughts on “*ରାମ ରାଜ୍ୟ ଫେରିବ କି – ସୀମାଞ୍ଚଳ ପଣ୍ଡା*

  1. Hmm is anyone else having problems with the images on this blog loading?I’m trying to determine if its a problem on my end or if it’s the blog.Any feedback would be greatly appreciated.Feel free to surf to my blog post; carslot88

  2. I’ll immediately grasp your rss feed as I can’t find your email subscription hyperlink ornewsletter service. Do you have any? Kindly allow meunderstand in order that I may subscribe. Thanks.

  3. Having been simply looking at useful blog articles with regard to the project research when My partner and i happened to stumble on yours. Thanks for this practical information!

  4. I have been checking out many of your articles and i can state pretty nice stuff.I will surely bookmark your blog.Here is my blog kappa.her.jp

  5. I like the helpful information you provide in your articles. I’ll bookmark your blog and check again here frequently. I am quite sure I will learn many new stuff right here! Good luck for the next!

  6. Remarkable issues here. I’m very glad to look your article. Thank you a lot and i’m taking a look ahead to contact you. Will you kindly drop me a mail?

Leave a Reply

Your email address will not be published. Required fields are marked *