March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*

***** *ଫୁଲଟିଏ ଦିଅ କରି* ******

                                                   ସୀମାଞ୍ଚଳ ପଣ୍ଡା

                                                  ************

ଫୁଲଟିଏ କରି ଦିଅ ମୋତେ ହରି

ସୁଵାସେ ଭର ଅନ୍ତର,

ଵାସକୁ   ଵିତରି   ଵିଶ୍ୱକୁ  ଆଦରି

ନେଵି ମୁହିଁ ନିରନ୍ତର।

ଦେଵତାଙ୍କପାଶେ ଲାଗିଵିହରଷେ

ତୋଷକରିମୋରମନ,

ସଂସାରହିତରେ ଜୀଵନସୀଥୀରେ

କଟାଇଵି ମୋରଦିନ।

କୋମଳ ତନୁରେ ପ୍ରସନ୍ନ ମନରେ

ଵଚନେକରିଵି ତୋଷ,

କରିଵି ଶରଧା  ନ ଦେଵି ମୁଁ ବାଧା

ରହୁଥିଵି   ହସ ହସ।

କୋମଳମୋଦେହ ସଭିଏଁ ଆଗ୍ରହ

କରିବେ  ନିଜର ପରି,

କରି  ଆପଣାର   ଜଗତ  ଜୀବନ

ନେଵି ମୁହିଁ ମନ ହରି।

ସଵୁରି  ପାଖରେ ଅତି ସରାଗରେ

ରହିଵି  ଆନନ୍ଦ ମନେ,

ପୂଜା ଵିଧି  ଵ୍ରତେ ରହିଵି ଉଷତେ

ଲାଗିଵିପୁଣ୍ୟକରମେ।

ଯେତେ ସାଜସଜ୍ଜା ମଣ୍ଡଣିର ମଜା

ଶୋଭାରେ ମୋହିଵି ମନ,

ପୂଜା ଅନୁକୂଳେ  ସ୍ୱାଗତ ସତ୍କାଳେ

ଶୁଭେ ଦେଵି ଦରଶନ।

ହେବି   ଗଳାହାର ପୂଜାର ସମ୍ଭାର

ସଵୁକାଳେ  ଶୁଦ୍ଧ  ମନା,

ସେଵାରେ ଜୀଵନ ହେଉ ସମର୍ପଣ

ଏତିକି  କରେ କାମନା।

***************

ସୀମାଞ୍ଚଳ ପଣ୍ଡା

Loading

14 thoughts on “*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*

  1. An intriguing discussion is worth comment. I believe that you should write more on this topic, it may not be a taboo subject but usually folks don’t talk about such subjects. To the next! Many thanks!

  2. Hey! Do you know if they make any plugins to help with Search Engine Optimization? I’m trying to get my blog to rank for some targeted keywords but I’m not seeing very good results. If you know of any please share. Appreciate it!

  3. I do not even know the way I stopped up right here, but I thought this publish used to be good. I do not recognize who you might be however certainly you’re going to a well-known blogger when you are not already Cheers!

  4. Aw, this was an incredibly nice post. Taking a few minutes and actual effort to produce a good articleÖ but what can I sayÖ I procrastinate a lot and don’t manage to get anything done.

  5. Aw, this was an extremely nice post. Finding the time and actual effort to produce a really good articleÖ but what can I sayÖ I hesitate a whole lot and don’t seem to get anything done.

Leave a Reply to how to sell your own property Cancel reply

Your email address will not be published. Required fields are marked *