February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*

***** *ଫୁଲଟିଏ ଦିଅ କରି* ******

                                                   ସୀମାଞ୍ଚଳ ପଣ୍ଡା

                                                  ************

ଫୁଲଟିଏ କରି ଦିଅ ମୋତେ ହରି

ସୁଵାସେ ଭର ଅନ୍ତର,

ଵାସକୁ   ଵିତରି   ଵିଶ୍ୱକୁ  ଆଦରି

ନେଵି ମୁହିଁ ନିରନ୍ତର।

ଦେଵତାଙ୍କପାଶେ ଲାଗିଵିହରଷେ

ତୋଷକରିମୋରମନ,

ସଂସାରହିତରେ ଜୀଵନସୀଥୀରେ

କଟାଇଵି ମୋରଦିନ।

କୋମଳ ତନୁରେ ପ୍ରସନ୍ନ ମନରେ

ଵଚନେକରିଵି ତୋଷ,

କରିଵି ଶରଧା  ନ ଦେଵି ମୁଁ ବାଧା

ରହୁଥିଵି   ହସ ହସ।

କୋମଳମୋଦେହ ସଭିଏଁ ଆଗ୍ରହ

କରିବେ  ନିଜର ପରି,

କରି  ଆପଣାର   ଜଗତ  ଜୀବନ

ନେଵି ମୁହିଁ ମନ ହରି।

ସଵୁରି  ପାଖରେ ଅତି ସରାଗରେ

ରହିଵି  ଆନନ୍ଦ ମନେ,

ପୂଜା ଵିଧି  ଵ୍ରତେ ରହିଵି ଉଷତେ

ଲାଗିଵିପୁଣ୍ୟକରମେ।

ଯେତେ ସାଜସଜ୍ଜା ମଣ୍ଡଣିର ମଜା

ଶୋଭାରେ ମୋହିଵି ମନ,

ପୂଜା ଅନୁକୂଳେ  ସ୍ୱାଗତ ସତ୍କାଳେ

ଶୁଭେ ଦେଵି ଦରଶନ।

ହେବି   ଗଳାହାର ପୂଜାର ସମ୍ଭାର

ସଵୁକାଳେ  ଶୁଦ୍ଧ  ମନା,

ସେଵାରେ ଜୀଵନ ହେଉ ସମର୍ପଣ

ଏତିକି  କରେ କାମନା।

***************

ସୀମାଞ୍ଚଳ ପଣ୍ଡା

 398 total views,  1 views today

14 thoughts on “*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*

  1. An intriguing discussion is worth comment. I believe that you should write more on this topic, it may not be a taboo subject but usually folks don’t talk about such subjects. To the next! Many thanks!

  2. Hey! Do you know if they make any plugins to help with Search Engine Optimization? I’m trying to get my blog to rank for some targeted keywords but I’m not seeing very good results. If you know of any please share. Appreciate it!

  3. I do not even know the way I stopped up right here, but I thought this publish used to be good. I do not recognize who you might be however certainly you’re going to a well-known blogger when you are not already Cheers!

  4. Aw, this was an incredibly nice post. Taking a few minutes and actual effort to produce a good articleÖ but what can I sayÖ I procrastinate a lot and don’t manage to get anything done.

  5. Aw, this was an extremely nice post. Finding the time and actual effort to produce a really good articleÖ but what can I sayÖ I hesitate a whole lot and don’t seem to get anything done.

Leave a Reply

Your email address will not be published. Required fields are marked *