#ନାଳନ୍ଦା : #ଏକ_ବିସ୍ମୃତିର_ପୃଷ୍ଠା
*************************
ହାୟ…ଧର୍ମାନ୍ଧ ମୌଳବାଦୀର ମନରେ
ତଥାପି ତା’ ପ୍ରତି କେଡ଼େ ଇର୍ଷା..!
ଯେଉଁ ଈର୍ଷା ଓ ଷଡ଼ଯନ୍ତ୍ରର ଧୁ-ଧୁ ନିଆଁରେ ଜଳିଯାଇଛି
ଶତେକ ବ୍ରାହ୍ମଣ ପଣ୍ଡିତ, ବୌଦ୍ଧଙ୍କ ସାହଚର୍ଜ୍ୟରେ
ବଦାନ୍ୟ କୁମାରଗୁପ୍ତ ପ୍ରଥମଙ୍କ ମାନସ ପ୍ରସ୍ତୁତ
ବିଶ୍ବର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ….
ଆର୍ଯ୍ୟ ଭୂଖଣ୍ଡର ଆତ୍ମଲିପି……….’ନାଳନ୍ଦା’..!
କାଳର ଅବଗଣନାରେ ଏ ଯାଏଁ ଅଦ୍ଵିତୀୟ
ପଞ୍ଚମ ଶତାଦ୍ଦୀର ପରମ ଶୈକ୍ଷିକ ବିସ୍ମୟ…
ହଁ…ମୁଁ କହୁଛି ସେଇ ନାଳନ୍ଦାର କଥା…।
ଜଗତ ଆଖିରେ ଥିଲା ଯେବେ ଅମା ଅନ୍ଧକାର
ଅବୁଝା ଥିଲା ଜୀବନ ରହସ୍ୟର ବୌଦ୍ଧିକ ତତ୍ତ୍ୱ
ସେତେବେଳେ ଭାରତ ଭୂଖଣ୍ଡର ପୂର୍ବରେ କେହି
ଅବାଧ, ମୁକ୍ତ, ନିଃଶୁଳ୍କ ବାଣ୍ଟୁଥିଲା
ଅମାପ ଦର୍ଶନ ଓ ତର୍କ ଶାସ୍ତ୍ର…
ତୁମେ ବାକ୍ୟ ମାତ୍ର ଗଢ଼ିବା ଶିଖୁଥିଲ
ଅଥଚ, ସେଠି ଦଶ ସହସ୍ର ବିଦ୍ୟାର୍ଥୀ
ତନ୍ମୟ ଏକନିଷ୍ଠ ଚର୍ବିତ-ଚର୍ବଣ କରୁଥିଲେ
ସଂସ୍କୃତ-ବ୍ୟାକରଣ-ଶାସ୍ତ୍ର,
ଗଣନାର ଗାଣିତୀୟ ବୀଜମନ୍ତ୍ର,
ବୁଦ୍ଧଙ୍କ ନିର୍ବାଣ ଦର୍ଶନର ବିସ୍ତାରିତ ପଥ,
ଆୟୁଷ ବୃଦ୍ଧି ମହାବିଜ୍ଞାନର ଆୟୁର୍ବେଦ,
ଏବଂ ଈଶ୍ବରଙ୍କ ମୁଖ ନିସୃତ ବେଦଙ୍କ ରହସ୍ୟ ।
…
.
ସେହି ତ’ଥିଲା ଅନନ୍ୟ ଚାରିତ୍ରିକ ବୈଶିଷ୍ଟ୍ୟର
ଅନୁପମ ନାଳନ୍ଦା…।।
ଯେଉଁ ସୌଧର ଜରାୟୁରେ ଅଙ୍କୁରିତ ହେଉଥିଲା
ଈଶ୍ୱରୀୟ ଜ୍ଞାନଯୁକ୍ତ ଚେତନାର ମହାଦ୍ରୁମ
ପୂର୍ବ ଆକାଶ ତଳର ଭୂମି ପରେ ଯିଏ
ଜ୍ଞାନଦାତା ନାମର ବିଭବରେ ଥିଲା ମହିମା ମଣ୍ଡିତ
ଯାହାର ସୃଷ୍ଟି ଥିଲା କେବଳ ମାନବୀୟ କଲ୍ୟାଣ ଓ
ଜଗତ କୁ ଦିଗଦର୍ଶନ ଦେବା ନିମିତ୍ତ…
ତଥାପି ସେ ଧର୍ମାନ୍ତରଣକାରୀ
ଶୈତାନ୍ ତୁର୍କ୍ ବଖତିୟାର୍ ଖିଲିଜ୍ ର ଧର୍ମାନ୍ଧ ମନରେ
ନିରୀହ ନାଳନ୍ଦା ପ୍ରତି କାହିଁକି ଏତେ ଆକ୍ରୋଶ..?
ହଁ ସେ ଉଦାର ଚିତ୍ତରେ ବାଣ୍ଟିଛି ଜ୍ଞାନର ଆଲୋକ
ତିବ୍ବତ, ଚୀନ୍, ଗ୍ରୀସ୍, ପର୍ସିଆ, ପଶ୍ଚିମ, ମଧ୍ୟପୂର୍ବର
କେତେ କୋଣ ଅନୁକୋଣର ଅନ୍ଧାର ଆକାଶରେ
ଉଆଁଇ ଦେଇଛି ବିଚ୍ଛୁରିତ ଜ୍ଞାନର ସୂର୍ଯ୍ୟାଲୋକ…,,
କୁହ ଏହା କି ନାଳନ୍ଦାର ଅପରାଧ..?
ଆସନ୍ନ ମୃତ୍ୟୁ ଶଯ୍ୟାରେ ବଖତିୟାର୍…
ମୌଲବୀର ଦୁଆ,
ଦରବାରୀ ହକିମ୍ ର ଦୱା ସବୁ ନିଷ୍ପ୍ରଭାଵ ପରେ
ଶୈତାନ୍ ଲାଗି ନର୍କପଥ ହୋଇ ସାରିଥାଏ ପ୍ରଶସ୍ତ
ବିନା ରକ୍ତପାତରେ ସେଦିନ ମରି ଯାଇଥାନ୍ତା ଶତ୍ରୁ
ଏଇ ଯେ ନାଳନ୍ଦାକୁ ଆଣି ଦେଇଥାନ୍ତା
ପରମ ସୌଭାଗ୍ୟ ।
ହେ ଆୟୁର୍ବେଦାଚାର୍ଯ୍ୟ…ରାହୁଳ ଶ୍ରୀଭଦ୍ର…!
ମୁଁ ଜାଣିଛି ତୁମେ ମୋତେ କହିବ
“ରୋଗୀଟିଏ ତ କେବଳ ରୋଗୀ
ହୋଇଥାଉ ପଛେ ସିଏ ଜଘନ୍ୟ ହତ୍ୟାକାରୀ”
ତୁମେ ମୋ କାନରେ ବେଦ ବାଣୀ ଶୁଣାଇ କହିବ
“ଅହିଂସା ପରମୋ ଧର୍ମଃ”
ତୁମେ ଶୈତାନ୍ କୁ ଖୁଆଇଲ ଜଡିବୁଟିର ଅମୃତବୀଜ
ସାଜିଗଲ ଦ୍ଵିତୀୟ ଈଶ୍ୱର..!
ଛଳନା ପାଖରେ ଚିରନ୍ତନ ସତ୍ୟର ମୂଲ୍ୟ କାହିଁ..?
ବୁଝିଲନି ଯେ ଶୈତାନ୍ ମନରେ ଈଶ୍ୱରଙ୍କ
ପ୍ରତି କେତେ ଘୃଣା !!
ଧର୍ମାନ୍ଧ ମୌଳବାଦୀ ପୁଣିଥରେ ଜୀଇଁଗଲା
ଏବେ କିନ୍ତୁ ସେ ଜୀବନ ଜୀଉଁଥିଲା ଇର୍ଷା ଓ ଅପମାନରେ…
ସତରେ କେତେ ଚମତ୍କାରିତା ଅଛି
ସନାତନି ହିନ୍ଦୁ, ବୌଦ୍ଧଙ୍କ ଧର୍ମ, ଜ୍ଞାନ ଓ ଶିକ୍ଷାରେ…
ଚମକି ଉଠୁଥିଲା ତା’ ଭିତରର ଧର୍ମାନ୍ତରଣକାରୀ ପ୍ରବୃତ୍ତି
ତେବେ ତା ଉଦ୍ଦେଶ୍ୟର ଭବିତବ୍ୟ କାହିଁ ???
ଶୈତାନ୍ ଏବେ ବ୍ୟସ୍ତଥିଲା ବେଦର ପୃଷ୍ଠା ଲେଉଟାଇବାରେ
ସେ ବୁଝିବାକୁ ଲାଗିଥିଲା ସେ ରହସ୍ୟମୟ ଜ୍ଞାନର ଉତ୍ସ
ଯାହା ବଳରେ ବ୍ରାହ୍ମଣ ପଣ୍ଡିତଟିଏ
ସାଜିପାରେ ବାଦଶାହର ଜୀବନ ରକ୍ଷକ…
ପୁଣିଥରେ ସେ ଜଳୁଥିଲା ଇର୍ଷା ଓ ଭୟରେ
ନା…ଜାଳିଦେବାକୁ ହେବ ସବୁ ଇତିହାସ, ପୋଥି, ପୁରାଣ,
ସର୍ବୋପରି ଏ ଜ୍ଞାନ ଭଣ୍ଡାରର ସୌଧ,
ଲିଭେଇ ଦେବାକୁ ହେବ ଜ୍ଞାନୀ ଆର୍ଯ୍ୟଙ୍କ ଇତିହାସ,
ହତ୍ୟା କରିବାକୁ ହେବ ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକ
ନଚେତ ଲିଭିଯିବ ଦିନେ ଶୈତାନ୍ ର ମିଛ ଅସ୍ତିତ୍ୱ ।
ଭୟଭୀତ କଣ୍ଠରେ ସେ ଆଦେଶ ଦେଉଥିଲା
କାଟିଆଣ ସବୁ ଲଣ୍ଡିତ ଆଚାର୍ଯ୍ୟଙ୍କ ଗୋଟା ଗୋଟା ମୁଣ୍ଡ
ଜଳେଇ ଦିଅ ନାଳନ୍ଦା ଗର୍ଭରେ ସଭିଙ୍କର ଶବ !
ଆରମ୍ଭ ହେଲା ଧ୍ବଂସର ପୈଶାଚିକ କାଣ୍ଡ
ବଖତିୟାର୍ ଖିଲିଜ୍ ହସୁଥିଲା ଅତ୍ୟନ୍ତ କ୍ରୁର ହସ
ତା’ ଶିକ୍ଷାରେ ଦ୍ଵିତୀୟ ଈଶ୍ୱର କାହିଁ
ଶୈତାନ୍ ର ପାଦପାଖେ ପରମୁହୂର୍ତ୍ତରେ ଲୋଟୁଥାଏ
ଦ୍ଵିତୀୟ ଈଶ୍ବରଙ୍କ କଟାମୁଣ୍ଡ …..!
କି ମର୍ମାନ୍ତକ ତା’ପରର ସେ ଦୃଶ୍ୟ
ନବେ ଦିନ ଧରି ଧୁ-ଧୁ ଜଳିଛି
ଦୁଇ ହଜାର କଟାମୁଣ୍ଡ ! ବାରହଜାର ମୃତଦେହ !
ଏକ କୋଟି ଈଶ୍ୱରୀୟ ଲିପିବଦ୍ଧ ଜ୍ଞାନ
ଓ ଆର୍ଯ୍ୟର ସମଗ୍ର ଇତିହାସ !!
ଶୁଣିଛ…ଶୁଣିଛ କେବେ ନାଳନ୍ଦାର ଆର୍ତ୍ତନାଦ !!
ମ୍ୟାକଲେୟ ଶୃଗାଳ, ମୋଗଲୀୟ ଶୈତାନ୍ ଆଉ
ବାମପନ୍ଥୀ ଧଣ୍ଡଙ୍କୁ ସେ ମାଗେ ନ୍ୟାୟର ହିସାବ…
ଏ କାହା ପ୍ରରୋଚନା..?
ଆଜି କାହିଁକି ନାଳନ୍ଦାର ଛାତିରେ
କଳଙ୍କର କାଳିମା ଚିର ଉଜ୍ଜୀବିତ ରଖିବାକୁ
ଧର୍ମାନ୍ଧ, ମୌଳବାଦୀ ବଖତିୟାର୍ ଖିଲିଜ୍ ନାଁ ରେ
ଗଢିଉଠିଛି ବଖତିୟାରପୁର୍ ରେଳଷ୍ଟେସନ ..?
ହେ ଶୃଗାଳ, ଶୈତାନ୍ ଓ ଧଣ୍ଡ ଇତିହାସକାର ଗଣ
ଏ ଜାତି ଜାଗ୍ରତ ହେଉଛି…ପ୍ରଶ୍ନ କରିବ ନିକଟ ଭବିଷ୍ୟରେ
ତା’ ପୂର୍ବରୁ ପ୍ରସ୍ତୁତ କରିନିଅ ନିଜ ଉତ୍ତର…
ନଚେତ ସାଙ୍ଗରେ ଧରି ତୁମମାନଙ୍କର ସେ ଘୃଣ୍ୟ ଇତିହାସ
ମହାସାଗରକୁ ଲମ୍ପ ଦିଅ…।
#ଜ୍ଞାନେନ୍ଦ୍ର ପଣ୍ଡା..✍️
890 total views, 1 views today
you’re really a good webmaster. The site loading velocity is amazing. It kind of feels that you are doing any distinctive trick. Furthermore, The contents are masterpiece. you have done a wonderful job on this topic!
Hey there! I know this is sort of off-topic however I had to ask.
Does managing a well-established website such as yours take a
massive amount work? I am completely new to running
a blog however I do write in my diary everyday.
I’d like to start a blog so I can easily share my
personal experience and views online. Please let me know if you have any kind of
suggestions or tips for brand new aspiring blog owners.
Appreciate it!
I’ve been exploring for a little for any high quality articles or weblog posts in this kind of space
. Exploring in Yahoo I ultimately stumbled upon this web site.
Reading this info So i am happy to express that I’ve a very just right
uncanny feeling I came upon exactly what I needed.
I most surely will make certain to don?t disregard this website and provides it
a look regularly.
I am actually pleased to read this webpage posts which consists
of lots of useful facts, thanks for providing such information.
It’s going to be finish of mine day, however before finish
I am reading this enormous post to increase my experience.
Hello just wanted to give you a brief heads up and let you know a few of the pictures aren’t loading
correctly. I’m not sure why but I think its a
linking issue. I’ve tried it in two different web browsers
and both show the same outcome.
Today, I went to the beachfront with my children.
I found a sea shell and gave it to my 4 year old daughter and said “You can hear the ocean if you put this to your ear.”
She placed the shell to her ear and screamed. There was a
hermit crab inside and it pinched her ear. She never wants to go back!
LoL I know this is completely off topic but I had to tell someone!
I like the helpful info you provide in your articles.
I’ll bookmark your weblog and check again here
regularly. I’m quite sure I will learn lots of new stuff right
here! Best of luck for the next!
Woah! I’m really digging the template/theme of this
site. It’s simple, yet effective. A lot of times it’s very hard
to get that “perfect balance” between superb usability
and visual appearance. I must say that you’ve done a amazing job with this.
Additionally, the blog loads super fast for me on Firefox.
Excellent Blog!
Thanks for the marvelous posting! I really enjoyed reading it, you are a great author.I will ensure that I
bookmark your blog and may come back someday. I want to encourage you continue your great work, have a nice afternoon!
Hello to all, because I am genuinely eager of
reading this web site’s post to be updated on a regular basis.
It includes good information.
Hello! Quick question that’s totally off topic.
Do you know how to make your site mobile friendly? My weblog looks
weird when browsing from my iphone. I’m trying to find a template or plugin that might be able to
resolve this problem. If you have any recommendations, please share.
Appreciate it!
Hmm is anyone else experiencing problems with the pictures on this blog loading?
I’m trying to find out if its a problem on my end or if
it’s the blog. Any feed-back would be greatly appreciated.
It’s very straightforward to find out any topic on net as compared to books, as I
found this article at this website.
bookmarked!!, I love your wmeb site!