April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ରାଣ– ସରୋଜ କୁମାର ସାହୁ*

 

ବିଷୟ :- ରାଣ
****//****//****
ଅବାଞ୍ଛିତ ଆଶା ଛାଡିଯାଏ ନିଶା
ମସ୍ତିଷ୍କ ହୁଏ ନିସ୍ତବ୍ଦ,
ଧମନୀର ରକ୍ତ ହୁଏ କି ଶୋଷିତ
ଶ୍ରବଣ ମାତ୍ରେ ଏ ଶବ୍ଦ ।।

ବଢୁଥିବା ପାଦ ପାଏ କି ଆଘାତ
କଷ୍ଟପାଏ କ୍ଷଣେ ମନ,
କ୍ଷଣଭଙ୍ଗୁର ଏ ପଥଚ୍ୟୁତ ନିଶା
ଜାଣିପାରେ ବୋଧେ ରାଣ ।।

ପାଞ୍ଚ ମନ ସାଥେ ପଚିଶ ପ୍ରକୃତି
ମଣିଷ ଶରୀରେ ବାସ,
ହୋଇଲେ ଆସକ୍ତ ସ୍ବାର୍ଥହିତେ ରତ
ବିବେକ ନ ମାଡେ ପାଶ ।।

ହୋଇଲେ ବାରଣ ନ ଖୋଜି କାରଣ
ହୃଦରୁ ହେଉ ସମ୍ମାନ,
ମାତାପିତା ରାଣ ନୁହେଁ ଅକାରଣ
ଅଚିରେ କର ପାଳନ ।।

ସୁଚିନ୍ତିତ ପଥ ଯାହା ଅଟେ ସତ୍ୟ
ଲକ୍ଷ୍ୟପଥ କରେ ପୂର୍ଣ୍ଣ,
ଆତ୍ମ ଚିତ୍ତେ ପ୍ରଶ୍ନ କରିଲେ ମନନ
ନ ମିଳିବ କେବେ ରାଣ ।।

ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା
Saroj Kumar Sahu
Laikera,Jharasuguda

Loading

One thought on “*ରାଣ– ସରୋଜ କୁମାର ସାହୁ*

  1. Many thanks lots for offering folks with this kind of exceptional possiblity to examine guidelines from This page. It’s normally pretty satisfying and in addition packed with a great time for me personally and my Workplace acquaintances to go looking your Website approximately thrice in one week to begin to see the refreshing things you have acquired. And without a doubt, I’m just usually contented with the good thoughts served by you. Particular two factors on this web site are certainly the perfect I’ve experienced.

Leave a Reply

Your email address will not be published. Required fields are marked *