April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ବିନ୍ଦୁ — ଇଂ. ବିଚିତ୍ରାନନ୍ଦ ମୁନୀ*

Il ବିନ୍ଦୁ ll

ଇଂ. ବିଚିତ୍ରାନନ୍ଦ ମୁନୀ

ତୁମେ ଅଳକା ପୁରେ ମୋ
ଅଳକାନନ୍ଦାଗୋ
ମାୟାପୁରେ ମାୟାବତୀ,
ପ୍ରଶାନ୍ତ ମହାସାଗରେ
ପ୍ରଶାନ୍ତମୟୀ ମୋ
ଚିତ୍ରାଙ୍କନେ ଚିତ୍ରବତୀ ll
ତୁମେ ରଙ୍ଗ ମହଲରେ
ମୋ ରଙ୍ଗବତୀଟି
ସୁମନୋଦ୍ୟାନେ ସୁରଭୀ,
ସାଉଁଟା ସ୍ୱପ୍ନର ସ୍ୱପ୍ନା
ମନର ମାନସୀ
କଳ୍ପନାର ଅଙ୍କା ଛବି ll
ତୁମେ ଝାପ୍ସା ଅନ୍ଧାରର
ଝଲକ ନେତ୍ରର
ମନରାଜ୍ୟେ ମନୋରମା,
ହୃଦ ବେଳାଭୂମେ ତୁମେ
ବେଳାବତୀ ମୋର
ଭ୍ରମକାଳେ ମତିଭ୍ରମl ll
ମତ୍ତ ଗଜଭlଲେ ମୁକ୍ତା
ଶୁଭ୍ର ପ୍ରାତେ ଶୁଭ୍ରl
ନିର୍ଝରିଣୀ ହୃଦେ ହୀରା,
ଝରା ଶେଫାଳୀର ବାସ୍ନା
ମାନସ ମନ୍ଥନୀ
ଭାବ ବିନୋଦିନୀ ମୀରା ll
କିବର୍ଣ୍ଣିବି ବର୍ଣ୍ଣମାଳା
ସବୁ ତୁମେ ତୁମେ
ଶବ୍ଦ ଅଳଙ୍କାର ସିନ୍ଧୁ,
ଯେତେ ବର୍ଣ୍ଣିଲେବି ପ୍ରିୟା
ହୁଏ ଅନୁଭବ
ଯେହ୍ନେ ମାତ୍ର ଏକ ବିନ୍ଦୁ ll

ସମ୍ପାଦକ, ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ

Loading

16 thoughts on “*ବିନ୍ଦୁ — ଇଂ. ବିଚିତ୍ରାନନ୍ଦ ମୁନୀ*

  1. Thanks for the good writeup. It in fact was a entertainment account it. Glance complicated to far added agreeable from you! However, how can we keep up a correspondence?

  2. Thanks , I have recently been looking for info about this subject for a long time and yours is the greatest I’ve discovered so far. But, what about the conclusion? Are you sure about the supply?

Leave a Reply

Your email address will not be published. Required fields are marked *