October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*

******* *ଵଳୁଆ କିଏ?* *********

               ***********

                 ସୀମାଞ୍ଚଳ ପଣ୍ଡା

                      ***********

ପିଲାଙ୍କୁ ଚାହିଁ,

ଗୁରୁ   ପଚାରନ୍ତି   ପାରିଵ  କହି?

ଦୁନିଆଁର     ଟାଣ    ଦରଵଟିଏ,

ଭାଙ୍ଗେନାହିଁ ଖାଲି ଵଙ୍କେଇ ହୁଏ,

ଦିଏ ଆଘାତ,

କାଟଇ ପାତ,

ଧରାରେ ତା’ଠାରୁ ଟାଣୁଆ କିଏ?

 

କହିଲା ମୁନା,

‘ଲୁହା’ଟା ସଵୁଠୁ ଟାଣୁଆ କି ନା?

ଗୁରୁ କହିଦେଲେ  ଏ କଥା ସତ,

ତା’ଠାରୁ ଵଳୁଆ  କିଏ  କୁହ ତ,

କହେ ସନିଆଁ,

ତା’ନାମ ‘ନିଆଁ’,

ଲୁହା  ତରଳାଏ ନୁହେଁ କି ସତ?

 

ପିଲାଙ୍କୁ ଚାହିଁ,

କଲେ ପରଶଂସା ଗୁରୁଜୀ ତହିଁ।

କହିଲେ  ଏଥର  କୁହତ ପିଲେ,

ନିଆଁଠୁଁ ବଳୁଆ କେଅଛି ଭଲେ?

କହିଲେ’ଜଳ’,

ଅଛି ତା ଵଳ,

ନିଆଁକୁ ଲିଭାଇପାରେ ଢାଳିଲେ।

 

ହେଲେଅଵାକ,

କହିଲେ  ଗୁରୁଜୀ ରଖିଵ ଟେକ।

ଜଳ,  ନିଆଁ ଠାରୁ  ବଳୁଆ  ସତ,

ଜଳଠୁ  ଵଳୁଆ   କିଏ  କୁହ ତ?

ହୁଅନ୍ତି   ଵଣା,

ନାହିଁ ତ ଜଣା,

ଗୁରୁଜୀ   କହନ୍ତି ‘ମଣିଷ’ ମାତ୍ର।

 

ପାନୀୟ ହୁଏ,

ପିଇ ଦିଏ  ନର,  ଵଳୁଆ  କିଏ?

ଜଳଠୁ  ଵଳୁଆ   ହେଵ  ମଣିଷ,

ମଣିଷଠୁ  କିଏ   ହେଵ  ସରସ?

ଵିଚାରି   କୁହ,

ଉତ୍ତର    ଦିଅ,

ପାଠ  ପଢ଼ି  ହୁଅ  ଭଲ  ମଣିଷ।

 

ହୁଅନ୍ତି   ଭାଳି,

ଉତ୍ତର ନଦେଇ ହେଲେ ଵାଉଳି।

ଗୁରୁଜୀ କହିଲେ ଶୁଣରେ ପିଲେ,

ମଣିଷ ‘ମୃତ୍ୟୁ’କୁ  ଡରଇ  ଭଲେ,

ମରଣ    ଵଳ,

ନର’କୁ   କାଳ,

ନର’ କି ସମାନ ‘ମରଣ’ ତୁଲେ?

 

ଏଥର    କୁହ,

ମୃତ୍ୟୁଠୁ  ଵଳୁଆ  ଅଛି  କି ନୁହଁ?

ପିଲା  ଉପରକୁ  ଚାହିଁଵା  ଦେଖି,

ଗୁରୁଜୀ କହିଲେ ପଡ଼ିଲ  ଥକି?

‘ପ୍ରାର୍ଥନା’ଵଳ,

ଅତି   ପ୍ରଵଳ,

ଶମନ  ଵାଟରେ  ଯାଏ  ଅଟକି।

*****************

ସୀମାଞ୍ଚଳ ପଣ୍ଡା

Loading

6 thoughts on “*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*

  1. You could definitely see your expertise in the article youwrite. The world hopes for even more passionate writers such as you who aren’t afraid tosay how they believe. Always follow your heart.

  2. Heya i am for the first time here. I found this board and I find It really useful & it helped me out a lot. I hope to give something back and aid others like you aided me.

  3. Hi there! Do you know if they make any plugins to protect against hackers?I’m kinda paranoid about losing everythingI’ve worked hard on. Any recommendations?

Leave a Reply

Your email address will not be published. Required fields are marked *