November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*

*ଗଣତନ୍ତ୍ର  ଆଜି ଯାଇଛି ଫସି*

   ***************

                             ସୀମାଞ୍ଚଳ ପଣ୍ଡା

                             ***********

ଗଣତନ୍ତ୍ର   ଆଗେ   ବଢ଼ିବ  କିଭାଵେ

ଵିଚାର କରହେ ଭାରତଵାସୀ,

ଯାହା   ଭାଵିଥିଲ   ସଵୁ  ହେଵ ଭଲ

ଗଣତନ୍ତ୍ର  ଆଜି ଯାଇଛି ଫସି।

 

ସଂସଦ   ଭିତରେ   ଅଧିକ   ମତରେ

ସଵୁ ଦଳ ମତେ ଗଢ଼ା ଆଇନ,

ଦୁଇ   ସଭା  ଗୃହ   ହୁଅନ୍ତେ   ଆଗ୍ରହ

ରାଷ୍ଟ୍ରପତିଙ୍କର    ଅନୁମୋଦନ,

ଆଇନ  ନ ଚଳେ  ଵିରୋଧୀଙ୍କ ଵଳେ

ପ୍ରଥମେ ସାଂସଦ ଭାଙ୍ଗନ୍ତି ମିଶି,

ଗଣତନ୍ତ୍ର   ଆଗେ   ବଢ଼ିବ   କିଭାଵେ

ଗଣତନ୍ତ୍ର  ଆଜି  ଯାଇଛି ଫସି।

 

ଗଢ଼ନ୍ତି    ଯେ’ଜନ    ହୁଅନ୍ତି   ଭାଜନ

ଭାଙ୍ଗେ, ସରକାର ଵିରୋଧ କରି,

ସଂସଦେ   ସକଳ    ମିଳି   ସରକାର

ଏକଥା  ମନରୁ ଯାଏ ପାଶୋରି।

 

ଆଚରଣ  ଵିଧି  ଆପେ  ଦେଇ  ଛେଦି

ଯୋ’ର ଯା’ର ପଣେ କରନ୍ତିରାଜ,

ପରଜା  ମୁଲକେ   ଚାହେଁ  ଅପଲକେ

କଳହେ  ସରଇ  ସଂସଦ  କାର୍ଯ୍ୟ,

ନ ଥାଏ    ପ୍ରଗତି   ହୁଏ   ରାଜ ନୀତି

ଖେଳରେ  ଜନତା  ଯାଆନ୍ତି ଭାସି,

ଯାହା   ଭାଵିଥିଲ   ସଵୁ  ହେଵ  ଭଲ

ଗଣତନ୍ତ୍ର   ଆଜି   ଯାଇଛି  ଫସି।

 

ଗଣତନ୍ତ୍ର   ନୀତି   ଆନ୍ଦୋଳନ   ଶାନ୍ତି

ହିଂସାକୁ   କଦାପି   ନଦିଏ  ସ୍ଥାନ,

ଭାରତ   ଜନତା    ଭୀଷ୍ମ   ନୀରଵତା

ସାଜିଲେ   ରହିଵ  ଦେଶ  ଶାସନ !

******************

­ସୀମାଞ୍ଚଳ ପଣ୍ଡା

 28 total views,  1 views today

Leave a Reply

Your email address will not be published. Required fields are marked *