March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମହାବାହୁ – ଜଗଦୀଶ ଶତପଥୀ*

ମହାବାହୁ।

ଜଗଦୀଶ ଶତପଥୀ।

***************

ତୁମପରି ବଂଧୁ ଥାଉଁ ଥାଉଁ

ଦିଶୁନାହିଁ କିଛି ମୋତେ ଆଉ।

ତୁମେ ହିଁ ଆକାଶ ,

ତୁମେ ହିଁ ପ୍ରକାଶ

ତୁମେ ହିଁ ତ ପ୍ରଭୁ ସର୍ଵବାହୁ,

ମହାବାହୁ,ହେ ମହାବାହୁ।

ତୁମପରି ବଂଧୁ ଥାଉଁ ଥାଉଁ,

ପଚାରନି ମୋତେ କିଛି ଆଉ।

ଜୀବନ ଜଳୁଛି ଜଉଘର ପରି।

କେମିତି ଲିଭିବ

କୁହ ଆଉ,

ମହାବାହୁ,ହେ ମହାବାହୁ।

ତୁମପାଇଁ ଗୀତ କେତେ ଥାଉ

ଲେଖିପାରୁ ନାହିଁ ଜମା ଆଉ।

ସଳିତା ଜଳି କି

ଦୀପ ଜଳିଲାଣି

କହି ପାରୁନାହିଁ

କଥା ଆଉ।

ମହାବାହୁ, ହେ ମହାବାହୁ।

ସତ୍ୟ ଧର୍ମ ଶାନ୍ତି ପ୍ରେମ ଓ ଅହିଂସା

ସବୁତ ହେଲାଣି ମାଟି ଆଉ।

କଥାରେ କଥାରେ

ସବୁତକ ଚାଲେ

କେମିତି ବଂଚିବି କହ ଆଉ।

ମହାବାହୁ,ହେ ମହାବାହୁ।

*****************

ଜଗଦୀଶ ଶତପଥୀ

Loading

13 thoughts on “*ମହାବାହୁ – ଜଗଦୀଶ ଶତପଥୀ*

  1. Good day! This is my first visit to your blog!We are a collection of volunteers and starting a new project in a community in thesame niche. Your blog provided us valuable information to work on. You have done a extraordinaryjob!

  2. Heya! I just wanted to ask if you ever have any trouble with hackers?My last blog (wordpress) was hacked and I ended up losing several weeks of hardwork due to no backup. Do you have any methods to prevent hackers?

  3. Where do you live? mighty thirsty review Yet Escovedo, 62, doesn’t seem concerned. He laughs softly when asked about his unique and strange four-decade career — one that stretches back from the origins of punk to his modern roots rock sound.

Leave a Reply to more info Cancel reply

Your email address will not be published. Required fields are marked *