February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ମହାବାହୁ – ଜଗଦୀଶ ଶତପଥୀ*

ମହାବାହୁ।

ଜଗଦୀଶ ଶତପଥୀ।

***************

ତୁମପରି ବଂଧୁ ଥାଉଁ ଥାଉଁ

ଦିଶୁନାହିଁ କିଛି ମୋତେ ଆଉ।

ତୁମେ ହିଁ ଆକାଶ ,

ତୁମେ ହିଁ ପ୍ରକାଶ

ତୁମେ ହିଁ ତ ପ୍ରଭୁ ସର୍ଵବାହୁ,

ମହାବାହୁ,ହେ ମହାବାହୁ।

ତୁମପରି ବଂଧୁ ଥାଉଁ ଥାଉଁ,

ପଚାରନି ମୋତେ କିଛି ଆଉ।

ଜୀବନ ଜଳୁଛି ଜଉଘର ପରି।

କେମିତି ଲିଭିବ

କୁହ ଆଉ,

ମହାବାହୁ,ହେ ମହାବାହୁ।

ତୁମପାଇଁ ଗୀତ କେତେ ଥାଉ

ଲେଖିପାରୁ ନାହିଁ ଜମା ଆଉ।

ସଳିତା ଜଳି କି

ଦୀପ ଜଳିଲାଣି

କହି ପାରୁନାହିଁ

କଥା ଆଉ।

ମହାବାହୁ, ହେ ମହାବାହୁ।

ସତ୍ୟ ଧର୍ମ ଶାନ୍ତି ପ୍ରେମ ଓ ଅହିଂସା

ସବୁତ ହେଲାଣି ମାଟି ଆଉ।

କଥାରେ କଥାରେ

ସବୁତକ ଚାଲେ

କେମିତି ବଂଚିବି କହ ଆଉ।

ମହାବାହୁ,ହେ ମହାବାହୁ।

*****************

ଜଗଦୀଶ ଶତପଥୀ

 284 total views,  1 views today

13 thoughts on “*ମହାବାହୁ – ଜଗଦୀଶ ଶତପଥୀ*

  1. Good day! This is my first visit to your blog!We are a collection of volunteers and starting a new project in a community in thesame niche. Your blog provided us valuable information to work on. You have done a extraordinaryjob!

  2. Heya! I just wanted to ask if you ever have any trouble with hackers?My last blog (wordpress) was hacked and I ended up losing several weeks of hardwork due to no backup. Do you have any methods to prevent hackers?

  3. Where do you live? mighty thirsty review Yet Escovedo, 62, doesn’t seem concerned. He laughs softly when asked about his unique and strange four-decade career — one that stretches back from the origins of punk to his modern roots rock sound.

Leave a Reply

Your email address will not be published. Required fields are marked *