March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଅଭିଶପ୍ତ ଋତୁର ରାଗିଣୀ– ଶ୍ରୀମତୀ ସୁଜାତା ଷଡଙ୍ଗୀ*

*ଅଭିଶପ୍ତ ଋତୁର ରାଗିଣୀ*
—————-
ବର୍ଷା ଗୋ ତୁମେ ଋତୁ ରାଗିଣୀର
ନିତ୍ୟ ଅମୃତ ଧାରା
ତୁମ ବିରହରେ ଝୁରି ଝୁରି ଆଜି
ଅକାଳେ ପିଉଛି ପ୍ରତାରଣାଭରା ସୁରା।
ତୁମ ବିନା ଶୁଭେ ବିଜନ ବେଳାରେ
ବିଶ୍ୱାସ ଵୋଇତେ ଛିନ୍ନ ବୀଣାର ସ୍ୱର
ଆଶ୍ୱାସନାର କଡ଼ ଲେଉଟାଣି
ବିବର୍ଜିତ ଏକ ଲୋହିତ ସୂର୍ଯ୍ୟର ଧାର।
ପ୍ରୀତିଲଗ୍ନା ମୁଁ ଯେ, ସପନ ନଈର
ଅଭିଶପ୍ତ ଏକ ରକ୍ତ ନଦୀର ଧାର
ସମୟର ଏଇ ଲମ୍ବା ରାସ୍ତାରେ
ନିର୍ବାଣ ସନ୍ଧାନେ ଅଫେରା ବାଟୋଇ
ଏକାକୀ ଚାଲିଛି ସପନର ବୋଝ ବୋହି
ବିସର୍ଜି ଦେଇଛି ସର୍ବସ୍ୱ ତୁମରି ପାଇଁ।
ଦୁଃଖର କବର ତଳେ
ବୁଦବୁଦ ପ୍ରାୟେ ସାଇତା ସପନ
ଯନ୍ତ୍ରଣା ରକ୍ତରେ ଭିଜି ଭିଜି ନାଚେ
ମୋ’ ଆଖିର ପଲକରେ।
ପ୍ରେମ କିଆଁ ସତେ ଛଳନା-ପାଦପ
ବିସ୍ତାରିତ ହୁଏ ବିଦଗ୍ଧ ହୃଦୟ ମୂଳେ
ଜୀବନ ତମାମ ସମ୍ପର୍କର ବୀଜ
ଲୁଚି ଲୁଚି ଖୋଜେ ତୁମସର୍ବସ୍ୱ
ସ୍ନେହ-ଶୀତଳ-ତରୁ ଛାଇର କୋଳେ
ତୁମ ଛଳନାର ମାୟାରେ ଜଳି ପୋଡି
ଆଜି ପାଉଁଶ ମୁଠାଏ ହୋଇଛି
ତୁମେ ଯେବେ ଲେଉଟି ଚାହିଁଛ
ଆତ୍ମିୟତାର ଅପାସୋରା ହାତ ବଢ଼ାଇଛି
ସନ୍ଦେହ ଜ୍ୱାଳାକୁ ବିସର୍ଜି ଦେଇଛି ପୁଣି
ପ୍ରତାରିତ ବେଗମତୀରୁ
ବିଶ୍ୱାସର ଜଳ ପିଇ ପିଇ।
×××××××××××
ଶ୍ରୀମତୀ ସୁଜାତା ଷଡଙ୍ଗୀ, ଭଞ୍ଜନଗର।

 2,590 total views,  1 views today

2 thoughts on “*ଅଭିଶପ୍ତ ଋତୁର ରାଗିଣୀ– ଶ୍ରୀମତୀ ସୁଜାତା ଷଡଙ୍ଗୀ*

  1. Then once again I realized I was talking
    non-stop, so I asked them to please tell us more about
    Jae’s restaurants, because I definitely wanted
    to blog about it. Then we ran a few more
    errands and our last stop was at, Wild Birds Unlimited,
    because on our way to the Post Office sub-station, we
    saw Marguerite’s car parked outside. If you are a regular follower,
    you must have viewed this first ATC on the challenge blog too, posted by Carol last Wednesday to help to inspire you for our “Bold and Bright” challenge this month.
    Basically the fresh post will be above the last post that you have written. This
    was meant to be the start of a monthly series but turned
    out to be quite a time-consuming post to put together so I’ll be making this an occasional series instead, taking a trip through my blog’s archive whenever I have a time to do so.

Leave a Reply

Your email address will not be published. Required fields are marked *