April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଶୀର୍ଷକ – ମୋର ଭାଷା ଓଡ଼ିଆ ଭାଷା — ଲୋକନାଥ ରେଡ଼ି

ମୋର ଭାଷା ଓଡ଼ିଆ ଭାଷା

ଓଡିଶା ଅଟଇ ମାତୃଭୂମି ମୋର
ଓଡ଼ିଆ ମୋଅରି ଭାଷା
ମନ କିଣିନିଏ ଏହାରି ଶବଦ
ଓଡ଼ିଆ ମୋ ମାତୃଭାଷା ।

ଆହା କି ଆନନ୍ଦ ପାଉଛି ସତରେ
ମନେ ମହୁ ଝରିଯାଏ
ଓଡ଼ିଆ ଭାଷାକୁ କିଏ ବା ନ ଜାଣେ
ସବୁରି ଓଠରେ ସିଏ ।

ବାପା ମାଆ ଭାଇ ଭଉଣୀ ଶବଦ
କହିଗଲେ ମନୋହର
ଓଡ଼ିଆ ଭାଷାର ସୁମଧୁର ସ୍ୱର
କହିଚାଲେ ନାରୀନର ।

ପୁଣ୍ୟ ଉତ୍କଳରେ ଜନମ ପାଇଛି
ପୁଣି ମୁଁ ଓଡ଼ିଆ ହୋଇ
କେଉଁ ଜନମରେ ତପ କରିଥିଲି
ଆଜିର ଆନନ୍ଦ ପାଇଁ ।

ଧନ୍ୟ ମା’ ଓଡିଶା ଧନ୍ୟ ତୋ’ରି ଭାଷା
ତୋ ପାଦେ ନମସ୍ୟ ମୁହିଁ
ତୁହି ମାତା ମୋର ତୁହି ପିତା ମୋର
ମୋଅର ସର୍ବସ୍ବ ତୁହି ।
***************************
✍️ ଚିନାପାନା ଲୋକନାଥ ରେଡ଼ି
      ବ୍ରହ୍ମପୁର, ଗଞ୍ଜାମ, ଓଡିଶା
      ବୟସ – 18 ବର୍ଷ
      761009
      7606858260

Loading

3 thoughts on “ଶୀର୍ଷକ – ମୋର ଭାଷା ଓଡ଼ିଆ ଭାଷା — ଲୋକନାଥ ରେଡ଼ି

  1. I was just searching for this info for some time. After 6 hours of continuous Googleing, at last I got it in your site. I wonder what is the lack of Google strategy that don’t rank this kind of informative websites in top of the list. Usually the top sites are full of garbage.

  2. The fabric of the clothes is soft and will not be deformed after washing. The largest size of 150 kg is just right. It can be worn at home or out, and it is good value for money.

Leave a Reply to Lonny Houston Cancel reply

Your email address will not be published. Required fields are marked *