January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

ଶୀର୍ଷକ – ମୋର ଭାଷା ଓଡ଼ିଆ ଭାଷା — ଲୋକନାଥ ରେଡ଼ି

ମୋର ଭାଷା ଓଡ଼ିଆ ଭାଷା

ଓଡିଶା ଅଟଇ ମାତୃଭୂମି ମୋର
ଓଡ଼ିଆ ମୋଅରି ଭାଷା
ମନ କିଣିନିଏ ଏହାରି ଶବଦ
ଓଡ଼ିଆ ମୋ ମାତୃଭାଷା ।

ଆହା କି ଆନନ୍ଦ ପାଉଛି ସତରେ
ମନେ ମହୁ ଝରିଯାଏ
ଓଡ଼ିଆ ଭାଷାକୁ କିଏ ବା ନ ଜାଣେ
ସବୁରି ଓଠରେ ସିଏ ।

ବାପା ମାଆ ଭାଇ ଭଉଣୀ ଶବଦ
କହିଗଲେ ମନୋହର
ଓଡ଼ିଆ ଭାଷାର ସୁମଧୁର ସ୍ୱର
କହିଚାଲେ ନାରୀନର ।

ପୁଣ୍ୟ ଉତ୍କଳରେ ଜନମ ପାଇଛି
ପୁଣି ମୁଁ ଓଡ଼ିଆ ହୋଇ
କେଉଁ ଜନମରେ ତପ କରିଥିଲି
ଆଜିର ଆନନ୍ଦ ପାଇଁ ।

ଧନ୍ୟ ମା’ ଓଡିଶା ଧନ୍ୟ ତୋ’ରି ଭାଷା
ତୋ ପାଦେ ନମସ୍ୟ ମୁହିଁ
ତୁହି ମାତା ମୋର ତୁହି ପିତା ମୋର
ମୋଅର ସର୍ବସ୍ବ ତୁହି ।
***************************
✍️ ଚିନାପାନା ଲୋକନାଥ ରେଡ଼ି
      ବ୍ରହ୍ମପୁର, ଗଞ୍ଜାମ, ଓଡିଶା
      ବୟସ – 18 ବର୍ଷ
      761009
      7606858260

 1,253 total views,  1 views today

3 thoughts on “ଶୀର୍ଷକ – ମୋର ଭାଷା ଓଡ଼ିଆ ଭାଷା — ଲୋକନାଥ ରେଡ଼ି

  1. I was just searching for this info for some time. After 6 hours of continuous Googleing, at last I got it in your site. I wonder what is the lack of Google strategy that don’t rank this kind of informative websites in top of the list. Usually the top sites are full of garbage.

  2. The fabric of the clothes is soft and will not be deformed after washing. The largest size of 150 kg is just right. It can be worn at home or out, and it is good value for money.

Leave a Reply

Your email address will not be published. Required fields are marked *