April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ହଁ ମୁଁ ପ୍ରେମିକ – କୃଷ୍ଣେନ୍ଦୁ ହୋତା*

 

ହଁ ମୁଁ ପ୍ରେମିକ

କୃଷ୍ଣେନ୍ଦୁ ହୋତା

ହଁ ମୁଁ ପ୍ରେମିକ
ସ୍ରଷ୍ଟାଙ୍କ ଏ ସୃଷ୍ଟିର,
ପ୍ରକୃତି ଓ ପଞ୍ଚଭୂତର,
ମାତୃଭାଷାର ଏବଂ
ମୋର ପ୍ରିୟ ଜନ୍ମମାଟିର ।

ହଁ ମୁଁ ପ୍ରେମିକ
କବିଙ୍କର ଭାବପୂର୍ଣ୍ଣ କବିତାର,
ବର୍ଷାଭିଜା ମୃତ୍ତିକା ବାସ୍ନାର,
ସଂଧ୍ୟାକାଳୀନ ପ୍ରାକୃତିକ ମନଲୋଭା ଦୃଶ୍ୟର ଏବଂ
ଅନନ୍ତ ଆକାଶର ଭାସମାନ ମେଘମାଳାର ।

ହଁ ମୁଁ ପ୍ରେମିକ
ପୂଜ୍ୟ ପିତାମାତାଙ୍କର ଅନାବିଳ ପ୍ରେମ ମମତାର,
ନମସ୍ୟ ଗୁରୁଜନଙ୍କ ଶୁଭ ଆଶୀର୍ବାଦର,
ଜୀବନର କିଛି ଅଭୁଲା ମୁହୂର୍ତ୍ତର ଏବଂ
ଶଙ୍ଖଧ୍ବନି ସତସଙ୍ଗର ।

ହଁ ମୁଁ ପ୍ରେମିକ
ଝରଣାର କୁଳୁକୁଳୁ ନାଦର,
ଅବିରତ ବହୁଥିବା ନଈଧାରର,
କୋଇଲିର କଣ୍ଠସ୍ଵନର ଏବଂ
ସୁବାଷ ଗୋଲାପ ଫୁଲର ।

ହଁ ମୁଁ ପ୍ରେମିକ
ଭାରତର ସଂସ୍କୃତି ଓ ପରମ୍ପରାର,
ଆମ ଜାତୀୟ ସଙ୍ଗୀତର,
ବୀର ଯବାନଙ୍କ ବୀରତ୍ବର ଏବଂ
ଫରଫର ତ୍ରିରଙ୍ଗା ପତାକାର ।

ହଁ ମୁଁ ପ୍ରେମିକ
ସ୍ୱାଧୀନତା ସଂଗ୍ରାମୀ ଓ
ମହାନ ତ୍ୟାଗୀ ଦେଶଭକ୍ତଙ୍କର,
ଏ ମାଟିର ଗର୍ବ ଆଉ ଗୌରବର ଏବଂ
ବିଜ୍ଞାନ ଅଗ୍ରଗତିର ।

ହଁ ମୁଁ ପ୍ରେମିକ
ମୋର ଅନ୍ତରଙ୍ଗ ସାଙ୍ଗମାନଙ୍କର,
ମୋ ନିଜ ଖୋଲା ହୃଦୟର,
ମୋ ଲେଖନୀ ମୁନର ଏବଂ
ମୋର ଅନ୍ତର ଆତ୍ମରୁ ପରିପ୍ରକାଶ କବିତାଗୁଚ୍ଛର ।

ଧନ୍ୟବାଦ ।

Loading

5 thoughts on “*ହଁ ମୁଁ ପ୍ରେମିକ – କୃଷ୍ଣେନ୍ଦୁ ହୋତା*

  1. This is very interesting, You are a very professional blogger.
    I’ve joined your rss feed and stay up for in search of extra of
    your magnificent post. Also, I’ve shared your site in my social networks

  2. It’s actually a cool and useful piece of info. I
    am satisfied that you shared this helpful information with us.
    Please keep us informed like this. Thank you for sharing.

  3. I was curious iff you ever thought of changing
    the layout of your website? Its very well written; I love what youve got to say.
    But maybe you could a little more in the way of content
    soo people could connect with it better. Youve gott an awful lot
    of text for only having 1 or 2 images. Maybe
    you could space itt out better?
    webpage

Leave a Reply to Orb Hanging Lamp Cancel reply

Your email address will not be published. Required fields are marked *