July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ହଁ ମୁଁ ପ୍ରେମିକ – କୃଷ୍ଣେନ୍ଦୁ ହୋତା*

 

ହଁ ମୁଁ ପ୍ରେମିକ

କୃଷ୍ଣେନ୍ଦୁ ହୋତା

ହଁ ମୁଁ ପ୍ରେମିକ
ସ୍ରଷ୍ଟାଙ୍କ ଏ ସୃଷ୍ଟିର,
ପ୍ରକୃତି ଓ ପଞ୍ଚଭୂତର,
ମାତୃଭାଷାର ଏବଂ
ମୋର ପ୍ରିୟ ଜନ୍ମମାଟିର ।

ହଁ ମୁଁ ପ୍ରେମିକ
କବିଙ୍କର ଭାବପୂର୍ଣ୍ଣ କବିତାର,
ବର୍ଷାଭିଜା ମୃତ୍ତିକା ବାସ୍ନାର,
ସଂଧ୍ୟାକାଳୀନ ପ୍ରାକୃତିକ ମନଲୋଭା ଦୃଶ୍ୟର ଏବଂ
ଅନନ୍ତ ଆକାଶର ଭାସମାନ ମେଘମାଳାର ।

ହଁ ମୁଁ ପ୍ରେମିକ
ପୂଜ୍ୟ ପିତାମାତାଙ୍କର ଅନାବିଳ ପ୍ରେମ ମମତାର,
ନମସ୍ୟ ଗୁରୁଜନଙ୍କ ଶୁଭ ଆଶୀର୍ବାଦର,
ଜୀବନର କିଛି ଅଭୁଲା ମୁହୂର୍ତ୍ତର ଏବଂ
ଶଙ୍ଖଧ୍ବନି ସତସଙ୍ଗର ।

ହଁ ମୁଁ ପ୍ରେମିକ
ଝରଣାର କୁଳୁକୁଳୁ ନାଦର,
ଅବିରତ ବହୁଥିବା ନଈଧାରର,
କୋଇଲିର କଣ୍ଠସ୍ଵନର ଏବଂ
ସୁବାଷ ଗୋଲାପ ଫୁଲର ।

ହଁ ମୁଁ ପ୍ରେମିକ
ଭାରତର ସଂସ୍କୃତି ଓ ପରମ୍ପରାର,
ଆମ ଜାତୀୟ ସଙ୍ଗୀତର,
ବୀର ଯବାନଙ୍କ ବୀରତ୍ବର ଏବଂ
ଫରଫର ତ୍ରିରଙ୍ଗା ପତାକାର ।

ହଁ ମୁଁ ପ୍ରେମିକ
ସ୍ୱାଧୀନତା ସଂଗ୍ରାମୀ ଓ
ମହାନ ତ୍ୟାଗୀ ଦେଶଭକ୍ତଙ୍କର,
ଏ ମାଟିର ଗର୍ବ ଆଉ ଗୌରବର ଏବଂ
ବିଜ୍ଞାନ ଅଗ୍ରଗତିର ।

ହଁ ମୁଁ ପ୍ରେମିକ
ମୋର ଅନ୍ତରଙ୍ଗ ସାଙ୍ଗମାନଙ୍କର,
ମୋ ନିଜ ଖୋଲା ହୃଦୟର,
ମୋ ଲେଖନୀ ମୁନର ଏବଂ
ମୋର ଅନ୍ତର ଆତ୍ମରୁ ପରିପ୍ରକାଶ କବିତାଗୁଚ୍ଛର ।

ଧନ୍ୟବାଦ ।

 205 total views,  1 views today

5 thoughts on “*ହଁ ମୁଁ ପ୍ରେମିକ – କୃଷ୍ଣେନ୍ଦୁ ହୋତା*

  1. I was curious iff you ever thought of changing
    the layout of your website? Its very well written; I love what youve got to say.
    But maybe you could a little more in the way of content
    soo people could connect with it better. Youve gott an awful lot
    of text for only having 1 or 2 images. Maybe
    you could space itt out better?
    webpage

  2. It’s actually a cool and useful piece of info. I
    am satisfied that you shared this helpful information with us.
    Please keep us informed like this. Thank you for sharing.

  3. This is very interesting, You are a very professional blogger.
    I’ve joined your rss feed and stay up for in search of extra of
    your magnificent post. Also, I’ve shared your site in my social networks

Leave a Reply

Your email address will not be published. Required fields are marked *