March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ପଖାଳ କଂସା– ପବିତ୍ର ବେହେରା*

¤ ପଖାଳ କଂସା ¤

ଆସ ଆସ ଆସ ମୋର
ପଖାଳ କଂସା,
ତତେ ନଦେଖିଲେ ଥରେ
ଉଡ଼େ ମୋ ହଂସା||
ଓଡିଆ ଙ୍କ ଅଟୁ ତୁହି
ସାହା ଭରସା||
ଆସ ଆସ ଆସ ମୋର
ପଖାଳ କଂସା,
ତତେ ନ ଦେଖିଲେ ଥରେ
ଉଡେ ମୋ ହଂସା||
ସକାଳୁ ନ ଦେଖିଲେ ଥରେ
ମୁହଁ ତୋହର
ଦିନଟି ହୋଇଯାଏ
ମୋର ବେକାର||
ମୋ ହୃଦୟେ ବାନ୍ଧିଛି
ତୋ ପାଇଁ ବସା ||
ଆସ ଆସ ଆସ ମୋର
ପଖାଳ କଂସା
ତତେ ନ ଦେଖିଲେ ଥରେ
ଉଡେ ମୋ ହଂସା||
ତୋ ସାଥେ କଖାରୁ ବଡ଼ି,
ତା ସାଥେ ପିଆଜ ଧରି
ଖାଇଲେ ଲାଗେରେ ମୋତେ
ହଳ ରେ ନିଶା||
ଆସ ଆସ ଆସ ମୋର
ପଖାଳ କଂସା,
ତତେ ନ ଦେଖିଲେ ଥରେ
ଉଡ଼େ ମୋ ହଂସା||
ଥିଲେ ପଖାଳ ସାଙ୍ଗେ ଝୁରି,
କେହେବ ତୋ ସାଥେ ସରି |
ଓଡ଼ିଆ ଙ୍କ ଅଟୁ ତୁହି
ସାହା ଭରସା||
ଆସ ଆସ ଆସ ମୋର
ପଖାଳ କଂସା,
ତତେ ନ ଦେଖିଲେ ଥରେ
ଉଡ଼େ ମୋ ହଂସା||
ତତେ ଦେଖି ଦେଲେ ବାଟ
ଭୁଲେ ବାଟୋଇ,
ନ ଶୁଣି କା କଥା ତୋ ପାଶେ
ଆସେ ପଳାଇ||
ସଭଁଙ୍କ ମୁହଁ ରେ ତୋ
ପାଈଁ ପ୍ରଶଂସା||
ଆସ ଆସ ଆସ ମୋର
ପଖାଳ କଂସା,
ତତେ ନ ଦେଖିଲେ ଥରେ
ଉଡ଼େ ମୋ ହଂସା||

° ପବିତ୍ର ବେହେରା
ନାକଟିଦେଉଳ ରେଢ଼ାଖୋଲ ସମ୍ବଲପୁର ଓଡ଼ିଶା
¤¤ ¤¤ ¤¤

 628 total views,  1 views today

Leave a Reply

Your email address will not be published. Required fields are marked *