*ପଖାଳ*##
ପଖାଳ ଭାତରେ ପଖାଳ ଭାତ
ଓଡ଼ିଶାର ଖାଦ୍ୟ ତୁ ବିଖ୍ୟାତ ।
ଗରିବ ଲୋକର ତୁ ଆଟୁ ଅମୃତ
ତୋ ଖାଇ ଚାଲେ ତା ସଂସାର ରଥ ।
ପଖାଳ କଂସାରେ ପଖାଳ କଂସା
ଚଷାଭାଇ କରେ ତୋତେ ଭରଷା ।
ଖରା ବେଳ ବିଲ ମୁଣ୍ଡରେ ବସି
ତୋତେ ଖାଏ ସେ ହସି ହସି ।
ଗରିବ ହେଉ କି ଧନୀ ଲୋକର
ଓଡ଼ିଆର ପ୍ରିୟ ଖାଦ୍ୟ ତୁ ସମସ୍ତଙ୍କର ।
ଭାରିପ୍ରିୟ ଟୁ ତୁ ପଖାଳ କଂସା
ଓଡ଼ିଆ ଗରବେ କହେ ତୁ ଏକା ଭରଷା ।
ଜଗମୋହନ ପ୍ରଧାନ, ଯାଜପୁର
278 total views, 1 views today