April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଏକ କପ୍ କଫି–ସୀମାଞ୍ଚଳ ପଣ୍ଡା*

******* *ଏକ କପ୍ କଫି* ******
************
ସୀମାଞ୍ଚଳ ପଣ୍ଡା
************

ଶୀତ ସକାଳରେ କାକର ବେଳାରେ
ମନ ଚାହୁଁ ଥିଲା ଅଲଗା କିଛି,
ଆନ ମନା ମୋର ଏକଲା ପଣର
କରିଦେଲ ଦୂର ସୁଯୋଗବାଛି।

ସରାଗେ ଡାକିଲ ସାହାରା ହୋଇଲ
ଦେଇଗଲ କପେ ଗରମ କଫି,
ଅଜଣା ମୋ ଭାବେ, ମହା ଅନୁଭବେ
ମନ ଦେଇ ମନ କିଣ ତଥାପି,
ମମତା ବନ୍ଧନ ପ୍ରେମ ଆକର୍ଷଣ
ସ୍ନେହ ମୋହ ନପାରିଲି ମୁରୁଛି,
ଶୀତ ସକାଳରେ କାକର ବେଳାରେ
ମନ ଚାହୁଁ ଥିଲା ଅଲଗା କିଛି।

ନୂଆଁ ବନ୍ଧୁତାର ସୁଆଦ ଅପାର
ଅନୁଭବି ତାର କରେ ଆଦର,
ଶାଶ୍ୱତ ପ୍ରେମର ପ୍ରବାହେ ସଂସାର
ଦିବ୍ୟ ଅନୁଭବ, ସରଗ ପୁର।

ମନେ ହୁଏ ଭାଳି ସଂସାରେ କିଭଳି
ମଣିଷ ମଣିଷ ହୁଏ ବଇରି,
ଏ ସାର ସଂସାର ଏକ ପରିବାର
ବ୍ୟବହାର ଦିଏ ଆପଣା କରି,
କପେ କଫି ମୋର ହୃଦୟର ଦ୍ୱାର
ମୁକୁଳା କରିଲା ବନ୍ଧୁ ପରଖି,
ଆନ ମନା ମୋର ଏକଲା ପଣର
କରିଦେଲ ଦୂର ସୁଯୋଗ ବାଛି।

ପାରେ ଯିଏ ଜାଣି ମନ ନିଏ ଜିଣି
ମମତା ବନ୍ଧନେ ପାରଇ ରଖି,
ଆପଣା ଅନ୍ତର ଭଗବତ ଘର
ଜଣାଇଦିଏ ତା’ ଗୋଟିକ କଫି।

**************************

ଶିକ୍ଷକ, ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ********************

 1,368 total views,  1 views today

10 thoughts on “*ଏକ କପ୍ କଫି–ସୀମାଞ୍ଚଳ ପଣ୍ଡା*

  1. Hi just wanted to give you a quick heads up and let you know a few ofthe images aren’t loading correctly. I’m not sure why but I think its alinking issue. I’ve tried it in two different internet browsers and both show the same outcome.

Leave a Reply

Your email address will not be published. Required fields are marked *