🙏🏻ବିଦାୟ ଵନ୍ଦନା🙏🏻
*************
ସରିତା ଶତପଥି
ନଅଦିନ ରହିଗଲ
ମା’ଏ ଧରାରେ
ସଭିଏଁ ନାଚୁଥିଲେ
ଆନନ୍ଦ ସାଗରେ
ଅନେକ ରୂପ ତୁମର
ଆରଧନା କରି
ଦୁଃଖ କଷ୍ଟକୁମା
ଦେଉଥିଲେ ପାସୋରି
ବିଷାଦ ଵାଦଲ ଧିରେ
ଘାରୁଛି ମନରେ।
ନଅଦିନ ……
ଦଶହରା ଆସିଲେ ମା’
ଯିବପା ପଳାଇ
ଵିସର୍ଜନ କରିଦେବେ
ତୁମକୁ ମା’ ନେଇ
ମା’ଭଳି ଦୁଃଖ ଆଉ
କିଏ ଵା ଵୁଝିଵ
ଆଖିର ଲୁହରେ ସାରା
ଶରୀର ଭିଜିବ
ସଭିଙ୍କୁ ଵୁଡାଇ ଯିବ
ଶୋକ ସାଗରରେ।
ନଅଦିନ……..
ସରସତା ଲିଭିଯିଵ
ତୁମରି ସାଥିରେ
ନିରଵେ ଝୁରିଵେ ସଵୁ
ତୁମକୁ ମନରେ
ପୁଣି ଦରଶନ ଦେଵ
ଆରଵରଷରେ
ସମସ୍ତେ ରହିଵେ ଚାହିଁ
ମା’ଏହି ଆଶାରେ।
ନଅଦିନ….
ଯେତେଦୂରେ ଥିଲେ ମାଲୋ
ଦୂର କରୁଥିବ ଦୁଃଖ
ଵିପଦେ ଡାକିଲେ ମା’
ଶୁଣୁଥିଵ ଡାକ
ଦୁଃଖ କଷଣରୁ ରଖୁଥିବ
ମା’ ଦୂରରେ
ଏତିକି ମିନତି ଆଜି
ଵିଦାୟ ଵେଳାରେ
ନଅଦିନ…..
***************
ସରିତା ଶତପଥି
Hi there, yup this paragraph is really nice and I have
learned lot of things from it regarding blogging. thanks.
Yes! Finally someone writes about website.
Why people still use to read news papers when in this technological world the whole thing
is accessible on web?
great put up, very informative. I’m wondering why the other experts of this sector don’t notice this.
You should continue your writing. I’m sure, you have a huge readers’ base already!
Thanks for sharing your thoughts about website. Regards