February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ବିଦାୟ ବନ୍ଦନା – ସରିତା ଶତପଥି*

               🙏🏻ବିଦାୟ ଵନ୍ଦନା🙏🏻

               *************

                        ସରିତା ଶତପଥି

 

ନଅଦିନ ରହିଗଲ

ମା’ଏ ଧରାରେ

ସଭିଏଁ ନାଚୁଥିଲେ

ଆନନ୍ଦ ସାଗରେ

ଅନେକ ରୂପ ତୁମର

ଆରଧନା କରି

ଦୁଃଖ କଷ୍ଟକୁମା

ଦେଉଥିଲେ ପାସୋରି

ବିଷାଦ ଵାଦଲ ଧିରେ

ଘାରୁଛି ମନରେ।

ନଅଦିନ ……

 

ଦଶହରା ଆସିଲେ ମା’

ଯିବପା ପଳାଇ

ଵିସର୍ଜନ କରିଦେବେ

ତୁମକୁ ମା’ ନେଇ

ମା’ଭଳି ଦୁଃଖ ଆଉ

କିଏ ଵା ଵୁଝିଵ

ଆଖିର ଲୁହରେ ସାରା

ଶରୀର ଭିଜିବ

ସଭିଙ୍କୁ ଵୁଡାଇ ଯିବ

ଶୋକ ସାଗରରେ।

ନଅଦିନ……..

 

 

ସରସତା ଲିଭିଯିଵ

ତୁମରି ସାଥିରେ

ନିରଵେ ଝୁରିଵେ ସଵୁ

ତୁମକୁ ମନରେ

ପୁଣି ଦରଶନ ଦେଵ

ଆରଵରଷରେ

ସମସ୍ତେ ରହିଵେ ଚାହିଁ

ମା’ଏହି ଆଶାରେ।

ନଅଦିନ….

ଯେତେଦୂରେ ଥିଲେ ମାଲୋ

ଦୂର କରୁଥିବ ଦୁଃଖ

ଵିପଦେ ଡାକିଲେ ମା’

ଶୁଣୁଥିଵ ଡାକ

ଦୁଃଖ କଷଣରୁ ରଖୁଥିବ

ମା’ ଦୂରରେ

ଏତିକି ମିନତି ଆଜି

ଵିଦାୟ ଵେଳାରେ

ନଅଦିନ…..

              ***************

                ସରିତା ଶତପଥି

 

 

 780 total views,  3 views today

5 thoughts on “*ବିଦାୟ ବନ୍ଦନା – ସରିତା ଶତପଥି*

  1. great put up, very informative. I’m wondering why the other experts of this sector don’t notice this.
    You should continue your writing. I’m sure, you have a huge readers’ base already!

Leave a Reply

Your email address will not be published. Required fields are marked *