April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଏଇ ବୋଧେ ମଣିଷ — ଡିଲେଶ୍ୱରୀ ମେହର

#### ଏଇ ବୋଧେ ମଣିଷ ####

ଜୀବନ କଣ କିଏ ମଣିଷ
ଧରାରେ ଜନ୍ମ ତାର
କେତେ ଦୁଃଖ କେତେ ଯାତନା
କରିଥାଏ ସେ ଦୂର l
ପାପୀ ସିଏ କି ଦାନବ ସିଏ
ଜାଣି ହୁଏନି ଆକାର
କଳିରେ କଲି କୁକୁର ସରି
ନିତ୍ୟ ତାର ଆହାର l
ପୁଣି ମଣିଷ ଅଟଇ ପ୍ରଭୁ
ସତ୍ୟ- ଶିବ- ସୁନ୍ଦର
ଶତ୍ରୁକୁ ପ୍ରେମ ଭିକ୍ଷୁକୁ ଭିକ୍ଷା
ଶାନ୍ତିର ସେ ଆଧାର l
କର୍ତ୍ତବ୍ୟନିଷ୍ଠ ଦୟାର ଶ୍ରେଷ୍ଠ
ଗରିଷ୍ଠ ସେ ପ୍ରେମର
କ୍ଷମାର ଦାତା ସତ୍ୟର ଚିନ୍ତା
ଯୋଗୀ ନ୍ୟାୟ ପଥର l
ପାପ କରି ସେ ପଶ୍ଚାତ୍ କରେ
ନ କରେ ଅହଙ୍କାର
ଗର୍ବ କରି ସେ ମାନେ ନିଜକୁ
ବଡ ହୀନ କଦାଚାର l
ସ୍ତ୍ରୀ କି ପୁରୁଷ ପୁଅ କି ଝିଅ
ସମସ୍ତେ ଏକାକାର
ସ୍ରଷ୍ଟl କି ହର୍ତା ଦାତା କି ନେତା
ନ ଥାଏ ଜୀବନ ଡର l
ଧନ୍ୟ ମାତା ପିତା ଧନ୍ୟ ସ୍ରୁଷ୍ଟି କର୍ତ୍ତା
ଧନ୍ୟ ଏ ଜଗତର
କୋଟିଏ ଜୀବନରୁ ଗୋଟିଏ ଜୀବନ
ଏ ଜ୍ଞାନୀ ମଣିଷର l

ନାମ – ଡିଲେଶ୍ୱରୀ ମେହର
ଠିକଣା – ବିଜେପୁର, ବରଗଡ଼

Loading

18 thoughts on “ଏଇ ବୋଧେ ମଣିଷ — ଡିଲେଶ୍ୱରୀ ମେହର

  1. A fascinating discussion is worth comment. I do believe that you need to publish more about this topic, it might not be a taboo subject but generally folks don’t talk about such subjects. To the next! Cheers!!

  2. Thank you for some other excellent post. The place else may anybody get that kind of information in such a perfect method of writing? I’ve a presentation subsequent week, and I’m at the search for such information.

  3. I do consider all of the ideas you’ve introduced for your post. They are really convincing and will definitely work. Still, the posts are too short for beginners. May you please extend them a little from next time? Thanks for the post.

Leave a Reply

Your email address will not be published. Required fields are marked *