April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ରହିଯା ସମୟ — ବିନୋଦିନୀ ଦାଶ

ରହିଯା ସମୟ

ହୃଦ ତଳେ ଆଜି ବଂଶୀ ସ୍ବନ ବାଜି
ମତୁଆଲା ହୋଇ ମନ
ଧାଇଁ ବହେ ସତେ ଉଜାଣି ଯମୁନା
ଆବେଗେ ହୋଇ ତଲ୍ଲୀନ,
ଏ ସମୟ ମୂଲ୍ୟବାନ,
ରହିଯା ସମୟ ମୋ ପାଇଁ ଅଟକି
ଦେଉଛି ତୋତେ ମୋ ରାଣ ।

ଯଦି ଚାଲିଯିବୁ ଅଧୁରା ରହିବ
ମୋର ସକଳ ଭାବନା,
ବେସୁରା ହୋଇଣ ସେ ମଧୁ ରାଗିଣୀ
ବଢ଼ି ଯାଇ ମୋ ଶୋଚନା,
ଭରିବ ହୃଦେ ବେଦନା,
ଅସହାୟ ପଣେ କିପରି ବଞ୍ଚିବି
ଟିକେ ତୁ କହି ଦେଏନା ?

ଜୀବନଟା ସାରା ଏତେ ସୁଖ କେବେ
ପାଇ ମୁଁ ନ ଥିଲି ପରା,
କେମିତି ତାହାକୁ ହାତଛଡା଼ କରି
ଆନନ୍ଦେ ହେବି ଅଧିରା !
ସେତ ମୋ ମଧୁ ପସରା,
ସେଥିପାଇଁ ତା’କୁ ଧରି ରଖିବାକୁ
ତୋତେ କରିଛି ଆଶରା ।

ତୁତ ନିଦାରୁଣ ନୁହେଁ ଟାଣପଣ
କାହା ପାଇଁ ଏ ସଂସାରେ,
ଅଟକି ରହିବା ତୋର କାମ ନୁହେଁ
ଜାଣି ବି ଗୁହାରି କରେ,
ନିଜ ସ୍ବାର୍ଥେ ନିରନ୍ତରେ,
ଅବୁଝା ମନକୁ ବୁଝାଇ ନ ପାରି
ତୋତେ ଖାଲି ଯାହା ଝୁରେ ।

କୁରୁଆଁ, ମୁଗପାଳ, ଯାଜପୁର

Loading

2 thoughts on “ରହିଯା ସମୟ — ବିନୋଦିନୀ ଦାଶ

  1. Oh my goodness! Amazing report dude! Several many thanks, However I’m going through troubles with all your RSS. I don’t know The main reason why I’m able to’t sign up for it. Is there anybody else getting similar RSS issues? Anybody that understands The solution will you kindly answer? Thanks!!

Leave a Reply

Your email address will not be published. Required fields are marked *