March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପରିବର୍ତ୍ତନ – ସୀମାଞ୍ଚଳ ପଣ୍ଡା*

***** *ପରିବର୍ତ୍ତନ* *******

              *********

                           ସୀମାଞ୍ଚଳ ପଣ୍ଡା

                           ***********

 

ସୃଷ୍ଟିର      ସକଳ     ହୁଅଇ ବଦଳ

ଗତି ପ୍ରକୃତିରୁ  ମିଳେ  ପ୍ରମାଣ,

କାଲି  ଥିଲା  ଯାହା  ବଦଳିଛି ତାହା

ଆଗେ ପୁଣି ହେଵ ପରିବର୍ତ୍ତନ।

 

ରାତି  ଦିନ  ଦେଖ  ହୁଏ  ଆଗ ପଛ

ମାସ  ଋତୁ  ସଵୁ  ଯାଏ ବଦଳି,

ଚଳେଏଵେ ଯାହା କାଳଵଳେ ତାହା

ଵଦଳଇ  ଯେଵେ ପଡ଼ଇ ପାଳି,

ସମୟ  ହିସାଵେ  ଵଦଳେ  ସରଵେ

ସ୍ଥିତି ଗତି  ସଙ୍ଗେ ଚାଲି ଚଳନ,

ସୃଷ୍ଟିର    ସକଳ     ହୁଅଇ   ବଦଳ

ଗତି  ପ୍ରକୃତିରୁ  ମିଳେ ପ୍ରମାଣ।

 

ଵଦଳିଵ  ଵୋଲି  ହୁଅ  ନାହିଁ  ଭାଳି

ଧୀର ଗତି ତା’ର  ନ ହୁଏ ଜାଣି,

ଦ୍ରୁତ  ହେଲେ  ଗତି  ଵଢ଼ଇ  ବିପତ୍ତି

ଆପଣା  ପଦକୁ  ନ ଦିଅ ହାଣି।

 

ସଂସାର  ନିୟମ  ହୋଇଵ କି ଵାମ

ଵିଧାତା  ଵିଧାନ  ହୁଏ କି ଆନ?

ପ୍ରକୃତିର    ସତ୍ୟ    ହୁଅ   ଅନୁଗତ

ଧୀରେ  ଗତି ପଥ କର ସନ୍ଧାନ,

ଆଜି କିଛି ହେଲା  ଭାଵ ନାହିଁ ଗଲା

ଶୁଦ୍ଧକର୍ମେ ଫେରି ଆସେ ସମ୍ମାନ,

କାଲି  ଥିଲା  ଯାହା  ବଦଳିଛି ତାହା

ଆଗେ  ପୁଣି  ହେଵ ପରିବର୍ତ୍ତନ।

 

ଖସି  ଯିଵା ଗୋଡ଼ ଵିପରୀତ ମୋଡ଼

ହେଵ ନାହିଁ ଵୋଲି ଭାଳିଵ କାହିଁ,

ଆଜିର   କଥାଟା   କାଲି   ଵଦଳିଵ

ନର ହୃଦେ ସାର ଭାଵନା  ଥାଇ।

*****************

ସୀମାଞ୍ଚଳ ପଣ୍ଡା

 

Loading

23 thoughts on “*ପରିବର୍ତ୍ତନ – ସୀମାଞ୍ଚଳ ପଣ୍ଡା*

  1. Thank you, I have just been searching for info approximately this subject for a while and yoursis the greatest I’ve found out till now. But, what concerning the bottom line?Are you positive about the supply?

  2. wonderful points altogether, you simply won a emblem new reader. What would you recommend about your put up that you made some days in the past? Any positive?

  3. Wow! This blog looks exactly like my old one! It’s on a
    totally different topic but it has pretty much the same layout and design.
    Great choice of colors!

  4. Simply desire to say your article is as amazing. The clarity
    in your post is simply nice and i could assume you’re an expert on this subject.
    Well with your permission allow me to grab your RSS feed to keep up to
    date with forthcoming post. Thanks a million and please continue the gratifying
    work.

  5. After exploring a few of the articles on your site, I seriously like your technique of blogging.
    I bookmarked it to my bookmark webpage list and will be checking back in the near
    future. Please check out my web site too and let me know how
    you feel.

  6. Hello! I’ve been reading your website for a while now and finally
    got the bravery to go ahead and give you a shout out from Humble Tx!
    Just wanted to say keep up the fantastic job!

  7. Heya! I just wanted to ask if you ever have any problems with hackers? My last blog (wordpress) was hacked and I ended up losing months of hard work due to no backup. Do you have any methods to stop hackers?

  8. Unquestionably believe that which you stated. Your favorite justification seemed to be on the web the easiest thing to be aware of. I say to you, I definitely get irked while people think about worries that they plainly don’t know about. You managed to hit the nail upon the top and also defined out the whole thing without having side-effects , people can take a signal. Will probably be back to get more. Thanks

Leave a Reply to elite power cbd gummies canada Cancel reply

Your email address will not be published. Required fields are marked *