February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ପରିବର୍ତ୍ତନ – ସୀମାଞ୍ଚଳ ପଣ୍ଡା*

***** *ପରିବର୍ତ୍ତନ* *******

              *********

                           ସୀମାଞ୍ଚଳ ପଣ୍ଡା

                           ***********

 

ସୃଷ୍ଟିର      ସକଳ     ହୁଅଇ ବଦଳ

ଗତି ପ୍ରକୃତିରୁ  ମିଳେ  ପ୍ରମାଣ,

କାଲି  ଥିଲା  ଯାହା  ବଦଳିଛି ତାହା

ଆଗେ ପୁଣି ହେଵ ପରିବର୍ତ୍ତନ।

 

ରାତି  ଦିନ  ଦେଖ  ହୁଏ  ଆଗ ପଛ

ମାସ  ଋତୁ  ସଵୁ  ଯାଏ ବଦଳି,

ଚଳେଏଵେ ଯାହା କାଳଵଳେ ତାହା

ଵଦଳଇ  ଯେଵେ ପଡ଼ଇ ପାଳି,

ସମୟ  ହିସାଵେ  ଵଦଳେ  ସରଵେ

ସ୍ଥିତି ଗତି  ସଙ୍ଗେ ଚାଲି ଚଳନ,

ସୃଷ୍ଟିର    ସକଳ     ହୁଅଇ   ବଦଳ

ଗତି  ପ୍ରକୃତିରୁ  ମିଳେ ପ୍ରମାଣ।

 

ଵଦଳିଵ  ଵୋଲି  ହୁଅ  ନାହିଁ  ଭାଳି

ଧୀର ଗତି ତା’ର  ନ ହୁଏ ଜାଣି,

ଦ୍ରୁତ  ହେଲେ  ଗତି  ଵଢ଼ଇ  ବିପତ୍ତି

ଆପଣା  ପଦକୁ  ନ ଦିଅ ହାଣି।

 

ସଂସାର  ନିୟମ  ହୋଇଵ କି ଵାମ

ଵିଧାତା  ଵିଧାନ  ହୁଏ କି ଆନ?

ପ୍ରକୃତିର    ସତ୍ୟ    ହୁଅ   ଅନୁଗତ

ଧୀରେ  ଗତି ପଥ କର ସନ୍ଧାନ,

ଆଜି କିଛି ହେଲା  ଭାଵ ନାହିଁ ଗଲା

ଶୁଦ୍ଧକର୍ମେ ଫେରି ଆସେ ସମ୍ମାନ,

କାଲି  ଥିଲା  ଯାହା  ବଦଳିଛି ତାହା

ଆଗେ  ପୁଣି  ହେଵ ପରିବର୍ତ୍ତନ।

 

ଖସି  ଯିଵା ଗୋଡ଼ ଵିପରୀତ ମୋଡ଼

ହେଵ ନାହିଁ ଵୋଲି ଭାଳିଵ କାହିଁ,

ଆଜିର   କଥାଟା   କାଲି   ଵଦଳିଵ

ନର ହୃଦେ ସାର ଭାଵନା  ଥାଇ।

*****************

ସୀମାଞ୍ଚଳ ପଣ୍ଡା

 

 578 total views,  2 views today

22 thoughts on “*ପରିବର୍ତ୍ତନ – ସୀମାଞ୍ଚଳ ପଣ୍ଡା*

  1. wonderful points altogether, you simply won a emblem new reader. What would you recommend about your put up that you made some days in the past? Any positive?

  2. Wow! This blog looks exactly like my old one! It’s on a
    totally different topic but it has pretty much the same layout and design.
    Great choice of colors!

  3. Simply desire to say your article is as amazing. The clarity
    in your post is simply nice and i could assume you’re an expert on this subject.
    Well with your permission allow me to grab your RSS feed to keep up to
    date with forthcoming post. Thanks a million and please continue the gratifying
    work.

  4. After exploring a few of the articles on your site, I seriously like your technique of blogging.
    I bookmarked it to my bookmark webpage list and will be checking back in the near
    future. Please check out my web site too and let me know how
    you feel.

  5. Hello! I’ve been reading your website for a while now and finally
    got the bravery to go ahead and give you a shout out from Humble Tx!
    Just wanted to say keep up the fantastic job!

  6. Heya! I just wanted to ask if you ever have any problems with hackers? My last blog (wordpress) was hacked and I ended up losing months of hard work due to no backup. Do you have any methods to stop hackers?

  7. Unquestionably believe that which you stated. Your favorite justification seemed to be on the web the easiest thing to be aware of. I say to you, I definitely get irked while people think about worries that they plainly don’t know about. You managed to hit the nail upon the top and also defined out the whole thing without having side-effects , people can take a signal. Will probably be back to get more. Thanks

Leave a Reply

Your email address will not be published. Required fields are marked *