ପ୍ରେମ ତୁମେ କାହାର
,,,,,,,,,,,,,,,,,,,,,,,,,,,,,
ପ୍ରେମ ତୁମେ ଅମର
ତୁମେ ଅତୁଳ ନୂଆ ର ଠେଉ।
ଜାଗରଣେ ମନେ ଉଙ୍କି ମାରେ ପ୍ରେମ
ର ଠେଉ।
ପ୍ରେମ ତୁମେ ସାରା ଜୀବନ ମୋ ପାଇଁ
ଆକାଶ ଛୁଇଁଆ ନେଇ ଆଣିଛ ଫୁଲ ର ବାଷ।
ପ୍ରେମର ସୁବାଷ ନାଟକ ରଚନୀ
ମନ ମୋର ଭରା ସୁବାଷ।
ଜେତେ ତମେ ଧେକା ଦେଲେ ସାରା
ଜୀବନ ତମରି ବାଟ ଚାହିଁ ବସେ।
ପାଗଳ କରିଚି ତମରି ପାଦର ଘୁଙ୍ଗୁର ମତେ ପାଗଳ କଲାଣି ପରା
ସାରା ଜୀବନ ତମରି ବାଟକୁ ଚାହିଁ
ମୁ ସାଥି ତମେ ମେ ମନର ମାନଶି ଗୋ ପ୍ରାୟା ଭରା ମଧୁ ରା ପ୍ରମିକା ।
ସନ୍ତୋଷ ପରିଡ଼ା
ଜିଲ୍ଲା -ଯାଜପୁର
ଘର-ପାଣିକୋଇଲି
ମୋ -9348578803