ମୋ ପ୍ରିୟତମ
ବସନ୍ତର ମଳୟ ପବନ
ଛୁଇଁ ଗଲା ଶରୀରକୁ
ଅଦୃଶ୍ୟ ହୋଇ ଆସି ତମେ
ଜାଗ୍ରତ କରିଲ ମୋ ଶିହରଣ କୁ।
ଧସେଇ ପଶି ଆସିଲା ତୁମେ
ହଠାତ୍ ମୋ ଭାବନା ରାଇଜକୁ
ତୁମର ସେ ଲାଜୁଆ ଓଠ
ଆଉ କଳାମେଘୀ କେଶରେ
ବାନ୍ଧି ନେଇଗଲା ସ୍ବପ୍ନ ଦୁନିଆକୁ।
ଅଭିମାନୀ ପ୍ରିୟା ମୋର
ଅଳିଅଝଟ ସବୁ ସହେ ମୋର
ଦେଖିଦେଲେ ତାକୁ ମନ ଯାଏ ଭରି
ନିର୍ମଳ ସ୍ୱଚ୍ଛ ହୃଦୟରେ ତାର
ନିତି ମୁଁ ହୋଉଛି ଝୁରି।
ଶୂନ୍ୟେ ଏଇ ମନେ ମୋର
ସାଜିଲ ସବୁଜ ବନାନୀ
କେବଳ ତୁମରି ଅପେକ୍ଷାରେ
ଜିଇଛି ମୁଁ
ହେବ ମୋର ଜୀବନ ସଙ୍ଗିନୀ।।
ନାମ – ରଶ୍ମୀବାଳା ଶତପଥୀ
ସ୍ଥାନ – ଯାଜପୁର ଟାଉନ୍, ଯାଜପୁର
Fantastic post.Really thank you! Much obliged.
There is definately a lot to learn about this issue. I love all the points you’ve made.
Im grateful for the post.Really thank you! Will read on…
I appreciate you sharing this blog post. Awesome.
Wow, great article post. Keep writing.
Enjoyed every bit of your blog post.Really thank you! Want more.
Major thankies for the blog post.Really looking forward to read more. Really Great.
Thanks for sharing, this is a fantastic blog article. Awesome.
I like this post, enjoyed this one thanks for putting up. “Fear not for the future, weep not for the past.” by Percy Bysshe Shelley.
Major thankies for the article.Much thanks again. Will read on…
A fascinating discussion is definitely worth comment. I do believe that you should write more on this topic, it may not be a taboo matter but typically people do not speak about these subjects. To the next! Kind regards!!