February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

ମୋ ପ୍ରିୟତମା — ରଶ୍ମୀବାଳା ଶତପଥୀ

ମୋ ପ୍ରିୟତମ

ବସନ୍ତର ମଳୟ ପବନ
ଛୁଇଁ ଗଲା ଶରୀରକୁ
ଅଦୃଶ୍ୟ ହୋଇ ଆସି ତମେ
ଜାଗ୍ରତ କରିଲ ମୋ ଶିହରଣ କୁ।

ଧସେଇ ପଶି ଆସିଲା ତୁମେ
ହଠାତ୍ ମୋ ଭାବନା ରାଇଜକୁ
ତୁମର ସେ ଲାଜୁଆ ଓଠ
ଆଉ କଳାମେଘୀ କେଶରେ
ବାନ୍ଧି ନେଇଗଲା ସ୍ବପ୍ନ ଦୁନିଆକୁ।

ଅଭିମାନୀ ପ୍ରିୟା ମୋର
ଅଳିଅଝଟ ସବୁ ସହେ ମୋର
ଦେଖିଦେଲେ ତାକୁ ମନ ଯାଏ ଭରି
ନିର୍ମଳ ସ୍ୱଚ୍ଛ ହୃଦୟରେ ତାର
ନିତି ମୁଁ ହୋଉଛି ଝୁରି।

ଶୂନ୍ୟେ ଏଇ ମନେ ମୋର
ସାଜିଲ ସବୁଜ ବନାନୀ
କେବଳ ତୁମରି ଅପେକ୍ଷାରେ
ଜିଇଛି ମୁଁ
ହେବ ମୋର ଜୀବନ ସଙ୍ଗିନୀ।।

ନାମ – ରଶ୍ମୀବାଳା ଶତପଥୀ
ସ୍ଥାନ – ଯାଜପୁର ଟାଉନ୍, ଯାଜପୁର

 752 total views,  1 views today

11 thoughts on “ମୋ ପ୍ରିୟତମା — ରଶ୍ମୀବାଳା ଶତପଥୀ

  1. A fascinating discussion is definitely worth comment. I do believe that you should write more on this topic, it may not be a taboo matter but typically people do not speak about these subjects. To the next! Kind regards!!

Leave a Reply

Your email address will not be published. Required fields are marked *