March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ମାଆ — ଚିନାପାନା ଲୋକନାଥ ରେଡ଼ି

ଶୀର୍ଷକ – ମାଆ🤰
*********************

ଗର୍ଭ ଧାରଣରୁ ପ୍ରେମ କରିଥିଲା
ଅଜଣାରେ ଏକ ନାରୀ
ନବ ମାସ ତା’ର ଗର୍ଭେ ଧରିଥିଲା
ଏକା ମାଆ ସେ ମୋହରି |

ଜନ୍ମ କରିବାକୁ ତା’ ପ୍ରାଣ ପଛେଇ
ଜନମ ଦେଲା ସେ ମୋତେ
ଜନମ ହେବାଠୁ ପିଇଲି ଅମୃତ
ତା’ ସ୍ତନ କ୍ଷୀର ମୁଁ କେତେ |

ଜନମ ଦେବାଠୁ ମରଣ ପର୍ଯ୍ୟନ୍ତ
ନିତି ମାଆ ଯତ୍ନ କରେ
କେବେ ଦେଖେନାହିଁ ନିଜର ସ୍ୱାର୍ଥକୁ
ସୁତ ପ୍ରତି ଚିନ୍ତା କରେ |

ମାତୃ ସ୍ନେହଥାଏ ଗର୍ଭ ଧାରଣରୁ
ଅମର ମାତରି ପ୍ରେମ
ସେନେହ ବନ୍ଧନେ ମାଆ ବାନ୍ଧିଦିଏ
ଝରିଥାଏ ମାତୃ ପ୍ରେମ |

ସ୍ନେହମୟୀ ମାଆ ପ୍ରେମମୟୀ ମାଆ
ମାଆ ଜଗତର ରାଣୀ
ମାଆ ପରି ଆଉ କିଏ ନ ହୋଇବ
ମାଆ ଏକା ପ୍ରେମରାଣୀ |

ସଂସାର ସାଗରେ ନିସ୍ଵାର୍ଥ ପ୍ରେମରେ
ସ୍ନେହମୟୀ ମା’ ପ୍ରଥମ
ମାଆ ହିଁ ସକଳ ମାଆ ଏକା ଶ୍ରେଷ୍ଠ
ତାଙ୍କ ପାଦେ କୋଟି ନମଃ ||
*************************
✍️ ଚିନାପାନା ଲୋକନାଥ ରେଡ଼ି
      ବ୍ରହ୍ମପୁର, ଗଞ୍ଜାମ, ଓଡିଶା
      ବୟସ – 18 ବର୍ଷ
      761009
      7606858260

Loading

18 thoughts on “ମାଆ — ଚିନାପାନା ଲୋକନାଥ ରେଡ଼ି

  1. I would like to thank you for the efforts you have put in penning this site.
    I’m hoping to see the same high-grade content from
    you in the future as well. In truth, your creative writing abilities
    has motivated me to get my own, personal blog now 😉

    My webpage: tracfone special

  2. Hello there! I could have sworn Iíve been to this blog before but after browsing through many of the articles I realized itís new to me. Anyways, Iím definitely pleased I found it and Iíll be book-marking it and checking back regularly!

  3. Aw, this was an extremely nice post. Spending some time and actual effort to make a really good articleÖ but what can I sayÖ I put things off a lot and don’t manage to get anything done.

Leave a Reply

Your email address will not be published. Required fields are marked *