January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ହେ ବନ୍ଧୁ ମୁଁ ଅଳ୍ପାୟୁ – ନିତ୍ୟାନନ୍ଦ ସିଂହ *

ହେ ବନ୍ଧୁ ମୁଁ ଅଳ୍ପାୟୁ

~~~~~~~~~~

ମୁଁ ଅଳ୍ପାୟୁ ନର ଲାଗେ ଭାରି ଡର

ଅଦିନରେ ଯିବି ମରି ,,

ସେଥି ପାଇଁ ବନ୍ଧୁ ସମସ୍ତଙ୍କ ସହ

ବାନ୍ଧେ ସ୍ନେହ ପ୍ରେମ ଡୋରି …….।।

 

କିଏ ଜାଣେ ବନ୍ଧୁ ଆଗାମୀ କାଲିକୁ

ଥିବି କି ନ ଥିବି ମୁହିଁ ,,

ଦିନମଣି ମୋର କାଲିର ପ୍ରଭାତେ

ଉଇଁବ ନି ମୋ ପାଇଁ ………।।

 

ତୁମେ କେବେ ବନ୍ଧୁ ଚେଷ୍ଟା କରନାହିଁ

ମୋ ହୃଦ ଅନ୍ତର କଥା ,,

ଅଭିମାନ କରି ଦୂରେ ଚାଲିଯାଅ

ମୋ ପ୍ରତି ରାଗ ଅଯଥା ……..।।

 

ଆସି ଅଛି ବନ୍ଧୁ କେଇ ଦିନ ପାଇଁ

କରୁଛି ମୁଁ ଅଭିନୟ ,,

ଜନ୍ତୁପତି ଯେବେ ହାତ ଠାରିଦେଵ

ନେବି ସେ ଦିନ ବିଦାୟ ………।।

 

ଶରୀର ଟି ମୋର ଜୁଇରେ ଜଳିବ

ନ ଥିବ କିଛି ବି ଅଂଶ ,,

ମୋ ସ୍ମୃତି ଭାଳିକି କାନ୍ଦୁଥିବ ବନ୍ଧୁ

ମୁଁ ହେଇ ଯିବି ପାଉଁଶ ………..।।

*****************

ନିତ୍ୟାନନ୍ଦ ସିଂହ

 

 740 total views,  3 views today

13 thoughts on “*ହେ ବନ୍ଧୁ ମୁଁ ଅଳ୍ପାୟୁ – ନିତ୍ୟାନନ୍ଦ ସିଂହ *

  1. Write more, thats all I have to say. Literally, it seems as though you
    relied on the video to make your point. You definitely know what youre talking about, why
    waste your intelligence on just posting videos to your site
    when you could be giving us something enlightening to read?

Leave a Reply

Your email address will not be published. Required fields are marked *