March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମୀରାର ବିଳାପ “ମନେପଡ – ଜ୍ୟୋସ୍ନାମଞ୍ଜରୀ ସାମନ୍ତ*

ମୀରାର ବିଳାପ =(1)

                   *ମନେପଡ଼…

                ♣•••••••••♣

ମନେପଡ଼ ତୁମେ…..

ରୁଣୁଝୁଣୁ ସ୍ୱରରେ ନୂପୁର ବଜେଇ

ବର୍ଷା ଆସିଲେ…

ବସନ୍ତ ର ପହିଲି ମୃଦୁ ସମୀରଣ

ଦେହକୁ ସ୍ପର୍ଶ କଲେ…

ସାଗର ବେଳା ରେ ଏକା ଏକା

ବୁଲିଲା ବେଳେ

ଶୀତ ରାତିର କୋହଲା ପବନ

ତନୁମନ କୁ ମୋର

ଶିହରାଇ ଦେଲା ବେଳେ….

ତୁମେ ଖୁବ ମନେ ପଡ….!

 

ପୂର୍ଣ୍ଣିମା ରାତିରେ,

କଦମ୍ବ ମୂଳରେ

କେହି ବଇଁଶୀ ବଜାଉ

ଥିବାର ଶୁଣିଲେ…..

ବୈଶାଖୀ ଦ୍ବିପହରେ,

ବରଗଛ ଛାଇରେ

ଏକା ଏକା ଶୂନ୍ୟ ପଥପ୍ରାନ୍ତକୁ

ଚାହିଁ ବସିଥିବା ବେଳେ..

ତୁମେ ଖୁବ ମନେ ପଡ…..!!

 

ମୋ ସୁଖ ର ଫଗୁଣ ରେ ବି

ଦୁଃଖ ର ଫଲଗୁ ଭିତରେ ବି

ତୁମେ ହିଁ ତୁମେ ଖୁବ ମନେପଡ଼

ଶେଫାଳୀ ସକାଳେ…..!!

*************************

     ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

 

Loading

6 thoughts on “*ମୀରାର ବିଳାପ “ମନେପଡ – ଜ୍ୟୋସ୍ନାମଞ୍ଜରୀ ସାମନ୍ତ*

  1. This is the right site for everyone who would like to find out about this topic.
    You understand a whole lot its almost tough
    to argue with you (not that I really will need to…HaHa).
    You definitely put a brand new spin on a topic that’s been discussed for decades.
    Great stuff, just wonderful!

  2. Good day! Do you know if they make any plugins to assist with Search Engine Optimization? I’m trying to get my
    blog to rank for some targeted keywords but I’m not seeing very good success.
    If you know of any please share. Cheers!

  3. You’ve made some good points there. I looked on the web to find out more
    about the issue and found most people will go along
    with your views on this website.

  4. Greetings from Ohio! I’m bored at work so I decided to
    browse your blog on my iphone during lunch break. I really like the info you
    present here and can’t wait to take a look when I get home.

    I’m shocked at how fast your blog loaded on my phone .. I’m
    not even using WIFI, just 3G .. Anyhow, good site!

  5. Sweet blog! I found it while browsing on Yahoo News.
    Do you have any tips on how to get listed in Yahoo News?
    I’ve been trying for a while but I never seem to get there!

    Many thanks

Leave a Reply to Lauri Cancel reply

Your email address will not be published. Required fields are marked *