🌻ଏଇତ ଜୀବନ🌻
ମଣିଷ ଜୀବନ ଅଦିନିଆ ଝଡ଼
ଆଜି ଅଛି କାଲି ନାହିଁ,
ସଂସାର ରେ ଘର କରିଥିଲେ
ପଥର ପଡିଲେ ସହି,
କେବେ ଦୁଃଖ ତ କେବେ ସୁଖ
ଜୀବନର ସୃଷ୍ଟି ଏହି,
ପର ଆପଣା ସମେସ୍ତେ ସମାନ
ସେହ୍ନ ମମତା ଥିଲେ ତହିଁ,
ମିଳିମିଶି ଚଲିଲେ ଜୀବନ ବିତେ
ସଂସାର ରୁ ହେବୁ ପାରି,
କେବେ ଖରା ପୁଣି କେବେ ଛାଇ
ଏଇତ ଜୀବନ ଆମ ପାଇଁ,
ରୀକ୍ଷିରାମ ମେହେର,ସାନପୋଡାଗୁଡା,
ଦେବସେନା ସଂଯୁକ୍ତ ସଚିବ କଳାହାଣ୍ଡି,
7735946291
1,038 total views, 2 views today