March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଶାନ୍ତି — ନଳିନୀ କାନ୍ତ ପାଢ଼ୀ*

ଶାନ୍ତି
——–
ଦିନରାତି ଏଠି ସେଠି
କଣ ଖୋଜିଚାଲିଛ
ନଈ ପଠାରେ, ସମୁଦ୍ରରେ
ବନ ଉପବନରେ,
ଯମୁନା କୂଳରେ,
ମନ୍ଦିରରେ ,ମସଜିଦରେ, ଗୀର୍ଜାରେ
ଖୋଜି ଚାଲିଛ ଅହରହ??

ସହର ଆଜି
ଭୟଭରା ନଗ୍ନ ଉପତ୍ୟକ।,
ରାଜନୀତି ଆଜି ବାଘପଞ୍ଝା,
ଘରଦ୍ୱାର ସବୁ ଲୋଭଗ୍ରସ୍ତ
ବହୁ ଭୋଗବାଦ ଭରା ।।

ଏକାକୀତ୍ୱର
ମାୟା ମାଲିକାନା ପାଇଁ
ଯେମିତି ସଭିଏଁ ବାଇ
ଧ।ବମାନ କ୍ଷମତାର
ଅନ୍ଧାର ଗଳିରେ
କରୋନାର କରାଳ
ଭୟାତୁର ରୂପମୟ
ଚେତନା ଭିତରେ,
ପରମାଣୁ ଅସ୍ତ୍ରଧରି
ସୀମାହୀନ
ସୀମା ଅତିକ୍ରମି
କଣ ଯେ–
ଚାଲିଅଛ ଖୋଜି ଅହରହ
ଅଶାନ୍ତ ସାଗରେ
ଟଳମଳ ତରଣୀକୁ ଧରି ??

ଜୀବନ ଦୁର୍ବିସହ,
ପ୍ରଜ୍ଞା ଆଜି ଭୁଲୁଣ୍ଠିତ,
ସଭ୍ୟତାର ଅନ୍ଧ।ର ଅରଣ୍ୟେ
ସବୁଠି ଖାଲି
ଲୋଭ ଭୋଗଵାଦ।।

ଝଲମଲ ପ୍ରହେଳିକାମୟ
ଏଇ ଧରାପରେ
କଣ ଖୋଜିଚାଲିଛ ଅହରହ
ଦିନରାତି କରି ଏକାକାର,
ଜୀବନର ମୂଲ୍ୟବୋଧ
ଅବା ପ୍ରକୃତିର ଭାବମୟ
ସଂଗୀତ ଝଙ୍କାର??

ନା, ପାଇବ ବା କାହୁଁ ??

ସେ ତ ଲୁଚିଅଛି
ଦୂରେ, ବହୁ ଦୂରେ
କଳ୍ପନାର ସପନ ସହରେ
ଆଉ ନୟନରୁ ଅବ।ରିତ
ଅଶ୍ରୁ ଝରେ, ଖାଲି ଅଶ୍ରୁ ଝରେ !!

ଏବେ,
ଆଉ ଏଠି ସେଠି ଖୋଜିବ।ର
ନାହିଁ ପ୍ରୟୋଜନ
ନିଜ ନୟନକୁ ଫେଡ଼ି ଦେଖ,
କିପରି ଲୁଚିଅଛି ତୁମରି ଭିତରେ
ଆଉ ,ତୁମେ ତୁମ
ମଥାରେ ଗାମୁଛା ବାନ୍ଧି
ଖୋଜୁଥିଲ ଦିନରାତି ଏକାକରି
ଭ୍ରମର ସହରେ ??

ଦେଖ,ଯାହାକୁ ଖୋଜୁଥିଲ
ଏତେକାଳ ଧରି
କିପରି ଲୁଚି ଅଛି
ତୁମ ନୈସର୍ଗିକ ଭାବମୟ
ମନ ବୃନ୍ଦାବନେ,
ସୁନା ଫରୁଆରେ। ।।

ଦେଖ, ଏବେ ବିଶ୍ୱ କିପରି
ପାଲଟି ଯାଇଛି
ଭାଇ ବନ୍ଧୁ କୁଟୁମ୍ବର
ସତୀର୍ଥ ସହର

ଦେଖ, କିପରି ଯୋଡିଯାଇଛି
ଏକ ପ୍ରେମମୟ
ସମ୍ପର୍କର ଡୋର ।।

ନଳିନୀ କାନ୍ତ ପାଢ଼ୀ
9777514576

Loading

9 thoughts on “*ଶାନ୍ତି — ନଳିନୀ କାନ୍ତ ପାଢ଼ୀ*

  1. So much time invested and only one worth wager to make. There will be data accessible about every thing from group information to the statistics on individual gamers. Lengthier time in betting indicates bigger cash to invest at.

  2. Aw, this was an exceptionally good post. Finding the time and actual effort to make a great articleÖ but what can I sayÖ I procrastinate a lot and don’t seem to get nearly anything done.

  3. Excellent post. I was checking constantly this blog and I’m impressed! Extremely helpful info specially the last part I care for such information a lot. I was looking for this certain info for a very long time. Thank you and best of luck.

Leave a Reply to real estate attorney near vancouver Cancel reply

Your email address will not be published. Required fields are marked *