April 12, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ପାହାନ୍ତି ସପନ–ସୁବାସ ଚନ୍ଦ୍ର ସାହୁ*

* * ପାହାନ୍ତି ସପନ * *
***************************
ପାହାନ୍ତି ରାତିର ପାହାନ୍ତି ସପନ
ପ୍ରିୟାର ପଣତ ତଳେ
ହଜି ମୁଁ ଯାଇଛି ପ୍ରେମର ନିଶାରେ
ମତୁଆଲା ପ୍ରୀତି କୋଳେ ।
ତୁମ ବକ୍ଷ ତଳେ ମୁହଁକୁ ଲୁଚାଇ
ନିରବେ ଖୋଜୁଛି ପ୍ରୀତି
ବେହୋସ ଆଜି ମୁଁ ମାତାଲ ପ୍ରେମିକ
ଜାଳି ଦିଅ ପ୍ରେମ ଜ୍ୟୋତି ।
ପ୍ରେମର ରାଗିଣୀ ପ୍ରେମର ସଙ୍ଗୀତ
ମୂର୍ଚ୍ଚନା ଦିଅ ଗୋ ତୋଳି
ପ୍ରେମର ଅବିର ପ୍ରୀତିର ରଙ୍ଗରେ
ହୃଦୟକୁ ଦିଅ ବୋଳି ।
ସପନ କି ସତ ଜାଣି ମୁଁ ପାରୁନି
ତୁମ ସ୍ଥିତି ଅବସ୍ଥିତି
ସତରେ ତୁମେ କି ନିରବେ ତୋଳୁଛ
ଅଭୁଲା ପ୍ରୀତିର ଗୀତି ।
ପାହାନ୍ତି ସପନ ସତ ହୁଏ ବୋଲି
ଶୁଣିଛି ଅନେକ କଥା
ସପନରେ ନୁହଁ ସତ ରେ ଆସ ଗୋ
ବୁଝିବାକୁ ହୃଦ ବ୍ୟଥା ।

****************************
ସୁବାସ ଚନ୍ଦ୍ର ସାହୁ (ଅଧ୍ୟାପକ)
ପଦ୍ମପୁର,ଜିଲ୍ଲା-ରାୟଗଡା
Subah Chandra sahu

Loading

2 thoughts on “*ପାହାନ୍ତି ସପନ–ସୁବାସ ଚନ୍ଦ୍ର ସାହୁ*

  1. Many thanks a bunch for sharing this with all of us you really determine what you’re talking about! Bookmarked. Kindly also go to my Web page =). We could have a link exchange agreement among us!

  2. I was encouraged this blog through my cousin. I’m not particular regardless of whether this article is created through him as no one else acknowledge such in-depth about my issues. You’re great! Many thanks!

Leave a Reply

Your email address will not be published. Required fields are marked *