October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ପୁନଃ ମିଳନ–ସରୋଜ କୁମାର ସାହୁ*

 

ଶୀର୍ଷକ:- ପୁନଃ ମିଳନ

ସଂଯୋଗ ବିଯୋଗ ମିଳନ ବିଚ୍ଛେଦ
ଅଟେ ନୀୟତିର ଖେଳ,
ପୁଣ୍ୟକର୍ମେ ମିଳେ ଆନନ୍ଦ ଅପାର
ଘୃଣ୍ୟ କର୍ମେ ବିଷଫଳ ।।

ଅଟଇ ନିଶ୍ଚୟ ପ୍ରେମ ମଧୁମୟ
ପ୍ରେମରେ ଗଢା ସଂସାର,
ଦେବତା ମାନବ ନୀୟତି ଇଙ୍ଗିତେ
ଆଣନ୍ତି କାର୍ଯ୍ୟେ ସଂସ୍କାର ।।

ଯୁଗ ଅବତାରୀ ପ୍ରଭୁ ରାମଚନ୍ଦ୍ର
ସୀତାଙ୍କ ବିଚ୍ଛେଦ ପରେ,
ନୀୟତି ନିର୍ଦ୍ଦେଶ ସ୍ବୀକାର କରିଣ
ଧର୍ମ ପାଳିଲେ ମହୀରେ ।।

ବିଚ୍ଛେଦ ପରେବି ଉଚ୍ଚମନା ହୋଇ
ଧୈର୍ଯ୍ୟରେ କଲେ ସାଧନ,
ଜଗତ କଲ୍ୟାଣେ ପାପୀଙ୍କୁ ତାରିଲେ
ଧର୍ମ କରି ସଂସ୍ଥାପନ ।।

ରାବଣ ମାରିଣ ସୀତା ଉଦ୍ଧାରିଣ
ଅଯୋଧ୍ୟା କଲେ ଗମନ
ସତ୍ୟ,ଧର୍ମ,ନ୍ୟାୟ ପ୍ରତିଷ୍ଠାରେ ହୁଏ
ନିଶ୍ଚୟ ପୁନର୍ମିଳନ ।।

ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା
Saroj Kumar Sahu
Laikera, Jharasuguda

Loading

6 thoughts on “*ପୁନଃ ମିଳନ–ସରୋଜ କୁମାର ସାହୁ*

  1. Definitely delightful blog. I should really state that you are incredibly sharp in developing on all topics. You’ve got stated many of the necessary elements of your picked issue. I love the signifies you make it and also it’s a sweet expertise studying every one of the sentences. Numerous many thanks for sharing your principles and make sure to compose on various topics making sure that we hold taking pleasure in your blog web sites. Being a web content author, I also compose blogs on trendy topics. My new website is about the most up-to-date product of Professional medical professional Standing by. See to it to critique it and go over it to inform me about your Examination expertise.

  2. I have been exploring for a little for any high quality articles or weblog posts on this sort of space .
    Exploring in Yahoo I finally stumbled upon this site.
    Reading this information So i am satisfied to exhibit that I have an incredibly just right uncanny
    feeling I discovered exactly what I needed. I most surely will make sure to don?t forget this web site and give it a look on a constant basis.

  3. After I initially left a comment I seem to have clicked on the -Notify
    me when new comments are added- checkbox and from
    now on every time a comment is added I get 4 emails with the same
    comment. Perhaps there is a way you can remove me from that service?
    Thank you!

  4. Just desire to say your article is as surprising. The clearness in your
    post is just great and i could assume you are an expert on this subject.

    Well with your permission let me to grab your RSS
    feed to keep updated with forthcoming post. Thanks a million and please continue the gratifying
    work.

Leave a Reply

Your email address will not be published. Required fields are marked *