April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଆହତ ଅତୀତ–ବସନ୍ତ ବେହେରା*

ଆହତ ଅତୀତ

ସିରିସିରି ପବନରେ କିଏ ଜଣେ ଅଶରୀରୀ ପରି
ପଶିଆସେ ନିରୋଳାରେ ଚୁପ୍ ଚାପ୍ ପାଦ ଚିପିଚିପି
ସାମ୍ନାରେ ମୋ ଠିଆହୁଏ ବାସ୍ନାଭିଜା ଗୋଲାପଟେ ଧରି
ମୁରୁକି ହସରୁ ତା’ର ଝରୁଥାଏ ଜ୍ୟୋତ୍ସ୍ନା ଝିପିଝିପି!

‘କେମିତି ଆସିଲ?’ ପଚାରେ ମୁଁ ‘ଅଚାନକ ଏତେ ଦିନ ପରେ!’
ପଲକକୁ ଅଧା ଖୋଲି ଆଉ ଅଧା ଥାଇ ତନ୍ଦ୍ରାହତ
‘ମୁଁ ପରା ରହିଥିଲି, ରହିଥିବି ରକ୍ତ ପରି ଶିରା ପ୍ରଶିରାରେ’
କହେ ସେ କୁଆଡେ ମୋର ଅତିପ୍ରିୟ ଆହତ ଅତୀତ।

‘ଚୁପ୍ ହୁଅ ବହୁରୂପୀ ଏଇମିତି ମିଠା କଥା କହି
ଭାବିଛ ଚୋରେଇନେବ ଅବଶିଷ୍ଟ ଯନ୍ତ୍ରଣା ଟିକକ?’
କହିଲା ସେ ଆସିଅଛି ତା’ର ଶେଷ ପ୍ରାଯଶ୍ଚିତ ପାଇଁ
ମାଗିନେବ ମୋ ଠାରୁ ସ୍ପର୍ଶ ଟିକେ କେବଳ ରାତିକ।

ଭାବପ୍ରବଣତାରେ ମୁଁ ଛୁଇଁଦେଲି ତା’ ଓଠକୁ ଧୀରେ
ପାହାନ୍ତି ସପନ କ’ଣ ସତ ହୁଏ କେବେ ବାସ୍ତବରେ?

ବସନ୍ତ ବେହେରା
ସୁନାପୁର, ଗଞ୍ଜାମ
Basanta Behera😀

 994 total views,  1 views today

8 thoughts on “*ଆହତ ଅତୀତ–ବସନ୍ତ ବେହେରା*

  1. A fascinating discussion is definitely worth comment. I do think that you need to publish more about this subject matter, it might not be a taboo subject but generally people do not speak about such issues. To the next! Many thanks!!

  2. I’m really impressed with your writing skills and also with the layout on your blog.Is this a paid theme or did you customize it yourself?Either way keep up the excellent quality writing, it’s rareto see a great blog like this one these days.

  3. Thank you, I’ve recently been searching for infoapproximately this subject for ages and yours is thegreatest I have found out till now. However, what concerning the bottom line?Are you positive in regards to the supply?

Leave a Reply

Your email address will not be published. Required fields are marked *