February 22, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଆହତ ଅତୀତ–ବସନ୍ତ ବେହେରା*

ଆହତ ଅତୀତ

ସିରିସିରି ପବନରେ କିଏ ଜଣେ ଅଶରୀରୀ ପରି
ପଶିଆସେ ନିରୋଳାରେ ଚୁପ୍ ଚାପ୍ ପାଦ ଚିପିଚିପି
ସାମ୍ନାରେ ମୋ ଠିଆହୁଏ ବାସ୍ନାଭିଜା ଗୋଲାପଟେ ଧରି
ମୁରୁକି ହସରୁ ତା’ର ଝରୁଥାଏ ଜ୍ୟୋତ୍ସ୍ନା ଝିପିଝିପି!

‘କେମିତି ଆସିଲ?’ ପଚାରେ ମୁଁ ‘ଅଚାନକ ଏତେ ଦିନ ପରେ!’
ପଲକକୁ ଅଧା ଖୋଲି ଆଉ ଅଧା ଥାଇ ତନ୍ଦ୍ରାହତ
‘ମୁଁ ପରା ରହିଥିଲି, ରହିଥିବି ରକ୍ତ ପରି ଶିରା ପ୍ରଶିରାରେ’
କହେ ସେ କୁଆଡେ ମୋର ଅତିପ୍ରିୟ ଆହତ ଅତୀତ।

‘ଚୁପ୍ ହୁଅ ବହୁରୂପୀ ଏଇମିତି ମିଠା କଥା କହି
ଭାବିଛ ଚୋରେଇନେବ ଅବଶିଷ୍ଟ ଯନ୍ତ୍ରଣା ଟିକକ?’
କହିଲା ସେ ଆସିଅଛି ତା’ର ଶେଷ ପ୍ରାଯଶ୍ଚିତ ପାଇଁ
ମାଗିନେବ ମୋ ଠାରୁ ସ୍ପର୍ଶ ଟିକେ କେବଳ ରାତିକ।

ଭାବପ୍ରବଣତାରେ ମୁଁ ଛୁଇଁଦେଲି ତା’ ଓଠକୁ ଧୀରେ
ପାହାନ୍ତି ସପନ କ’ଣ ସତ ହୁଏ କେବେ ବାସ୍ତବରେ?

ବସନ୍ତ ବେହେରା
ସୁନାପୁର, ଗଞ୍ଜାମ
Basanta Behera😀

Loading

8 thoughts on “*ଆହତ ଅତୀତ–ବସନ୍ତ ବେହେରା*

  1. A fascinating discussion is definitely worth comment. I do think that you need to publish more about this subject matter, it might not be a taboo subject but generally people do not speak about such issues. To the next! Many thanks!!

  2. I’m really impressed with your writing skills and also with the layout on your blog.Is this a paid theme or did you customize it yourself?Either way keep up the excellent quality writing, it’s rareto see a great blog like this one these days.

  3. Thank you, I’ve recently been searching for infoapproximately this subject for ages and yours is thegreatest I have found out till now. However, what concerning the bottom line?Are you positive in regards to the supply?

Leave a Reply

Your email address will not be published. Required fields are marked *