September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ମାନବିକତା–ଶ୍ରୀମତୀ ସ୍ୱପ୍ନାରାଣୀ ପାଣିଗ୍ରାହୀ*

☘️ ମାନବିକତା ☘️
⚜️⚜️⚜️⚜️⚜️
ସୃଷ୍ଟି ଶ୍ରେଷ୍ଠ ଜୀଵ ମନୁଷ୍ୟର ସଜ୍ଞା
ଅଟେଯେ ମାନବିକତା।
ସେ ସ୍ୱର୍ଗୀୟ ଗୁଣ ମହକ ମହକେ
ଭରିଥାଏ ଆତ୍ମୀୟତା।।

ପ୍ରକୃତି ଇଙ୍ଗିତେ ଇତର ପ୍ରାଣୀଏ
ହୁଅନ୍ତି ପରିଚାଳିତ।
ବିଚାର,ବିବେକ ଆଧାରେ ମନୁଷ୍ୟ
ଗୁଣୀ,ଜ୍ଞାନୀ ପରିଚିତ।।

ସମ୍ବେଦନଶୀଳ,ଭାବପ୍ରବଣତା
କ୍ଷମା,ଦୟା ଦିବ୍ୟ ଗୁଣେ।
କେତେ ମହାନତା ମାନବିକତାର
ଜାଗି ଉଠୁ ପ୍ରତି ପ୍ରାଣେ।।

ପଶୁ ପ୍ରବୃତ୍ତିର ଅଳିକ ସୁଖରେ
ଲୁଚିଛି ଦୁଃଖ ଅୟୁତ।
ଅଫୁରନ୍ତ ଶକ୍ତି,ଅପାର ଆନନ୍ଦ
ସାଇତିଛି ମଣିଷତ୍ଵ।।

ଗୁଣ,ଅବଗୁଣ ବିଚାରୁ ମାନବ
ଭଗବତ ଧର୍ମ ଧରି।
‘ମାନବିକତା ର ଜୟ’ ଧ୍ୱନି ଶୁଭୁ
ସୃଷ୍ଟିତତ୍ତ୍ୱ ଅନୁସରି।।

🌷🌷🌷🌷🌷🌷🌷🌷
ଶ୍ରୀମତୀ ସ୍ୱପ୍ନାରାଣୀ ପାଣିଗ୍ରାହୀ,
ଖୋର୍ଦ୍ଧା।
Smt.Swapnarani Panigrahi,khordha

 581 total views,  2 views today

One thought on “*ମାନବିକତା–ଶ୍ରୀମତୀ ସ୍ୱପ୍ନାରାଣୀ ପାଣିଗ୍ରାହୀ*

  1. That is really fascinating, Youu aare an overly skilled
    blogger. I have joined your rss feed and look ahead to looking for extra
    of your grewt post. Additionally, I’ve shared your website in my social networks

Leave a Reply

Your email address will not be published. Required fields are marked *