March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ମାନବିକତା–ଶ୍ରୀମତୀ ସ୍ୱପ୍ନାରାଣୀ ପାଣିଗ୍ରାହୀ*

☘️ ମାନବିକତା ☘️
⚜️⚜️⚜️⚜️⚜️
ସୃଷ୍ଟି ଶ୍ରେଷ୍ଠ ଜୀଵ ମନୁଷ୍ୟର ସଜ୍ଞା
ଅଟେଯେ ମାନବିକତା।
ସେ ସ୍ୱର୍ଗୀୟ ଗୁଣ ମହକ ମହକେ
ଭରିଥାଏ ଆତ୍ମୀୟତା।।

ପ୍ରକୃତି ଇଙ୍ଗିତେ ଇତର ପ୍ରାଣୀଏ
ହୁଅନ୍ତି ପରିଚାଳିତ।
ବିଚାର,ବିବେକ ଆଧାରେ ମନୁଷ୍ୟ
ଗୁଣୀ,ଜ୍ଞାନୀ ପରିଚିତ।।

ସମ୍ବେଦନଶୀଳ,ଭାବପ୍ରବଣତା
କ୍ଷମା,ଦୟା ଦିବ୍ୟ ଗୁଣେ।
କେତେ ମହାନତା ମାନବିକତାର
ଜାଗି ଉଠୁ ପ୍ରତି ପ୍ରାଣେ।।

ପଶୁ ପ୍ରବୃତ୍ତିର ଅଳିକ ସୁଖରେ
ଲୁଚିଛି ଦୁଃଖ ଅୟୁତ।
ଅଫୁରନ୍ତ ଶକ୍ତି,ଅପାର ଆନନ୍ଦ
ସାଇତିଛି ମଣିଷତ୍ଵ।।

ଗୁଣ,ଅବଗୁଣ ବିଚାରୁ ମାନବ
ଭଗବତ ଧର୍ମ ଧରି।
‘ମାନବିକତା ର ଜୟ’ ଧ୍ୱନି ଶୁଭୁ
ସୃଷ୍ଟିତତ୍ତ୍ୱ ଅନୁସରି।।

🌷🌷🌷🌷🌷🌷🌷🌷
ଶ୍ରୀମତୀ ସ୍ୱପ୍ନାରାଣୀ ପାଣିଗ୍ରାହୀ,
ଖୋର୍ଦ୍ଧା।
Smt.Swapnarani Panigrahi,khordha

 1,394 total views,  1 views today

9 thoughts on “*ମାନବିକତା–ଶ୍ରୀମତୀ ସ୍ୱପ୍ନାରାଣୀ ପାଣିଗ୍ରାହୀ*

  1. I blog frequently and I really thank you for your content. The article has really peaked my interest. I will bookmark your blog and keep checking for new information about once per week. I subscribed to your Feed too.

  2. My brother recommended I might like this blog. He was totally right. This post truly made my day. You can not imagine simply how much time I had spent for this info! Thanks!

  3. Great post. I was checking constantly this blog and I am impressed!Extremely useful info specifically the last part I care for such information much. I was seeking this certain infofor a very long time. Thank you and best of luck.

  4. Great post. I was checking constantly this blog and I am impressed! Extremely useful information specially the last part I care for such info a lot. I was seeking this particular information for a very long time. Thank you and good luck.

  5. Hello There. I discovered your blog the use of msn. That is an extremely smartly written article.I’ll be sure to bookmark it and come back to learn extra of your useful info.Thank you for the post. I will certainly comeback.

  6. That is really fascinating, Youu aare an overly skilled
    blogger. I have joined your rss feed and look ahead to looking for extra
    of your grewt post. Additionally, I’ve shared your website in my social networks

Leave a Reply

Your email address will not be published. Required fields are marked *