#ଏକବିଂଶ_ଶତାବ୍ଦୀର_କବି_୧
କବିତା ରୁ ମନ କଥା ପଢ଼ିହୁଏ ବୋଲି
ଡର ଲାଗେ କଲମ ଧରିବା…
କାଳେ ଶବ୍ଦ ସବୁ ଉତୁରି ଆସି
ଓଦା ହେଇଯିବ କାଗଜ ଟୁକୁଡ଼ା…।।
ଧରି ଆଣେନା ଘୋଡ଼ା ସମ ଧାବମାନ ଭାବ,
ଆଙ୍କେନା ଛବି, ବସେନା ଭାବି
ମୁଁ ଏକବିଂଶ ଶତାବ୍ଦୀର କବି………….
ଏଠି, ଜିଇଁବା ତ ଦୂର ମତେ ମରିବା ମନା,
ହସିବା ଆବର ମତେ କାନ୍ଦିବା ମନା;
ମତେ ଜିଇଁବା ମନା………।
#ସୁପ୍ରଜିତ୍ ସାହୁ
591 total views, 1 views today