March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*

*** *ଭାଙ୍ଗି ଦିଅନା ମୋ ହୃଦୟ* ***

       ********************

                            ସୀମାଞ୍ଚଳ ପଣ୍ଡା

                           ************

 

ଦେଲ ପ୍ରତିଶ୍ରୁତି ହେଲ ମୋର ସାଥୀ

କିଣି ନେଲ ମୋର ମନ,

ହୃଦୟ    ଜିଣିଲ    ଆପଣାର  କଲ

ଅରପି  ଦେଲି  ଜୀଵନ।

 

ତୁମ    ପଥ ଚାହିଁ   ରହିଛି ତ   ମୁହିଁ

ତୁମେ ମୋଆଶା ଭରସା,

ତୁମ ଵିନା  ମୋର  ହେଵ ନାହିଁ ଦୂର

ତୁଟିଵ  କି  ମୋର  ତୃଷା,

ତୁମେ ମୋ ଆଶାର ଵୈତରଣୀ ନିର

ତୃଷାର୍ତ୍ତ     ପଥିକ   ପ୍ରାଣ,

ଦେଲ ପ୍ରତିଶ୍ରୁତି ହେଲ ମୋର ସାଥୀ

କିଣି  ନେଲ ମୋର ମନ।

 

ଆଶାର  ଦୀପାଳି  ହୃଦୟେ  ଜାଳିଲି

ଜୀଵନେ    କରିଲି  ଵ୍ରତ,

କି ମନ୍ତର   ଦେଲ   ନିଜର   କରିଲ

କରିଵ କି      ଵିପରୀତ !

 

କି କାରଣେ   ଭାଵ  ତୁମର  ଅଭାଵ

ଦିନୁଁ   ଦିନ    ହୁଏ  ଉଣା,

କାଳେ  ପ୍ରତିଶ୍ରୁତି   ହେଵନି  ତ ଇତି

ହୋଇଵ   କି ପ୍ରତାରଣା !

‘ଭାଙ୍ଗି ଦିଅନା ମୋ ହୃଦୟ’ ଵେଦନା

ଵଢି   ଚାଲେ    ଅନୁକ୍ଷଣ,

ହୃଦୟ    କିଣିଲ    ଆପଣାର  କଲ

ଅରପି    ଦେଲି  ଜୀଵନ।

 

କି  କାରଣେ   ଆଜି   ରହିଛ ଵରଜି

ଅନ୍ତର   ଦେଵତା  ମୋର,

ହୃଦୟ    ଦେଇଛି   ତୁମକୁ    ମୂରୁଛି

ନ ରହିଵ  ପ୍ରାଣ  ମୋର !

******************

ସୀମାଞ୍ଚଳ ପଣ୍ଡା

 152 total views,  1 views today

Leave a Reply

Your email address will not be published. Required fields are marked *