*** *ଦୁସ୍ଥ ସମାଜ* ***
ସୀମାଞ୍ଚଳ ପଣ୍ଡା
***********
ଆଜି ଏ ସମାଜ ହରାଇଛି ତେଜ
ହଜାଇ ଦେଇଛି ସରସ ପଣ,
ହୋଇଛି ଅସୁସ୍ଥ ରୁଗ୍ଣ ଜରାଗ୍ରସ୍ଥ
ଦୁସ୍ଥପଣ ମହାମାରୀ କାରଣ।
ପିତା ମାତା ଶୂନ୍ୟ ହୋଇଲେ ସନ୍ତାନ
ଜନକଜନନୀ ତେଜିଲେ ପ୍ରାଣ,
ନବ ଵିଵାହିତା ହେଲା ଶୂନ୍ୟ ମଥା
ଲିଭିଲା ସିନ୍ଦୁର ଶଙ୍ଖା ବିହୀନ,
କର୍ମ କାରଵାର ହେଲା ନାରଖାର
ଜୀଵିକାଵିହୀନେ ଜୀଵନହୀନ,
ଆଜି ଏ ସମାଜ ହରାଇଛି ତେଜ
ହଜାଇ ଦେଇଛି ସରସ ପଣ।
ରାଇଜର ରାଜା ପାଳନେ ପରଜା
ସକଳ ଶକତି କରନ୍ତି ଯୋଗ,
ସଭିଏଁ ଲଢ଼ିଲେ ମହାମାରୀ ତୁଲେ
ତଥାପି ଶକତି ହୁଏ ଅଭାବ,
ଦୁସ୍ଥ ତାର ପଣ ହେବ ନିବାରଣ
ପ୍ରତିଷେଧ ପାଇଁ କରନ୍ତି ରଣ,
ହୋଇଛି ଅସୁସ୍ଥ ରୁଗ୍ଣ ଜରାଗ୍ରସ୍ଥ
ଦୁସ୍ଥ ପଣ ମହାମାରୀ କାରଣ।
ଦୁସ୍ଥ ସମାଜରେ ନଷ୍ଟ କାରବାରେ
ଅର୍ଥନୀତି ଆଜି ପଡ଼ଇ ବନ୍ଧା,
ସବୁଠି ଵେକାର ପଡ଼େ ହାହାକାର
ଥକିଛି ଜୀଵନ ହୋଇଛି ମାନ୍ଦା।
*****************
ସୀମାଞ୍ଚଳ ପଣ୍ଡା
Very neat blog article. Fantastic.
Thanks again for the blog article.Thanks Again.
I really enjoy the blog post. Awesome.
Very informative blog article.Much thanks again. Keep writing.
Thanks again for the post. Really Great.
I cannot thank you enough for the blog.Thanks Again. Will read on…
Say, you got a nice blog article.Really looking forward to read more. Cool.
Very informative blog post.Really looking forward to read more. Great.
Good blog you have got here.. It’s difficult tofind quality writing like yours nowadays.I really appreciate individuals like you! Take care!!
I really enjoy the post.Thanks Again. Awesome.
Fine way of describing, and good post to take facts on the topic of mypresentation subject matter, which i am going to present in institution of higher education.
Great website! I am loving it!! Will be back later to read some more. I am taking your feeds also