March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

*ମାନବିକତା – ସୀମାଞ୍ଚଳ ପଣ୍ଡା*

**** *ମାନଵିକତା* ***

        ***********

                            ସୀମାଞ୍ଚଳ ପଣ୍ଡା

                            ***********

 

ମାନଵିକତାର    ଜୟ    ଜୟ  କାର

କରଇ ମାନଵ ଜୀଵନେ ତା’ର,

ଆପେ   ଆପଣାର   କରଇ  ସଂହାର

ଅଚିରେ ନାଶଇ ସୁଖ ସଂସାର।

 

ମାନଵ   ଜୀଵନ    ନୁହେଁ   କଦାଚନ

ସ୍ୱେଚ୍ଛାରେ  ସାରିଵ ଜୀଵନ କାଳ,

ନ ଥାଇ   ଵିଚାର   ସାର  କି  ଅସାର

ସଂସାରମୋହରେ ନହେଵଭୋଳ,

ଆନ  ଜୀଵ  କଥା  ନ ଖେଳାଇ ମଥା

ଆପଣାର  ସ୍ଵାର୍ଥେ ହୁଅ ଵିଭୋର?

ମାନଵିକତାର     ଜୟ    ଜୟ  କାର

କରଇ  ମାନଵ ଜୀଵନେ  ତା’ର।

 

ମାନଵିକ    ଗୁଣ    ଗାରିମା    ଯତନ

କରନ୍ତେ  ସୁନ୍ଦର   ହୋଇଵ  ଧରା,

ସେନେହ  ସରାଗ  ସେଵା   ସଦଭାଵ

ତ୍ୟାଗରେ  ଵହିଵ  ଅମୃତ ଧାରା !

 

ଘୃଣା   ଈର୍ଷା   ପଣ    ଅଶାନ୍ତି  କାରଣ

ଆପଣାର  ଦୋଷେ ମରଇ ପ୍ରାଣୀ,

ନିଜକୁ    ପରଖ     ପାପକୁ   ନିରେଖ

ନିଜ ଦୋଷେ ଦିଅନାହିଁ ଘୋଡ଼ଣୀ,

ଅନ୍ୟକୁ   ଆଘାତ   କେଵେ  କଦାଚିତ

ଦେବନାହିଁ   ପାଇ  ଜୀଵନ  ସାର,

ମାନଵିକତାର      ଜୟ    ଜୟ  କାର

କରଇ   ମାନଵ  ଜୀଵନେ ତା’ର।

 

ଆନ    ଅଧିକାର     ସଦା   ରକ୍ଷାକର

ମାନଵିକତାର    ନ କର   ଲୋପ,

ମାନଵ     କର୍ତ୍ତଵ୍ୟ    ମହାନତା  ଭାଵ

ମାନଵିକତାର     ଶୁଦ୍ଧ    ସ୍ୱରୂପ !

*********************

ସୀମାଞ୍ଚଳ ପଣ୍ଡା

 170 total views,  1 views today

Leave a Reply

Your email address will not be published. Required fields are marked *